Перейти к содержимому

ଚାନ୍ଦବାଲିରେ ୭୬ ବର୍ଷର ପରମ୍ପରା! ପାଷାଣ ମୂର୍ତ୍ତିରେ ପୂଜା ପାଉଛନ୍ତି ମା’ ଦୁର୍ଗା | Maha Ashtami 2026

Sambhabana Live

0:00 / 0:00

ଚାନ୍ଦବାଲିରେ ୭୬ ବର୍ଷର ପରମ୍ପରା! ପାଷାଣ ମୂର୍ତ୍ତିରେ ପୂଜା ପାଉଛନ୍ତି ମା’ ଦୁର୍ଗା | Maha Ashtami 2026

1 408 просмотров · 5 дней назад
Sambhabana Live
26,4 тыс. подписчиков
1 408 просмотров · 5 дней назад
ଚାନ୍ଦବାଲିରେ ୭୫ ବର୍ଷର ପରମ୍ପରା, ପାଷାଣ ମୂର୍ତ୍ତିରେ ପୂଜା ପାଉଛନ୍ତି ମା’ ଦୁର୍ଗା! ଭଦ୍ରକ ଜିଲ୍ଲା ଚାନ୍ଦବାଲିର ଦୁର୍ଗା ପଡ଼ିଆରେ ମହାଆଡ଼ମ୍ବରରେ ଚାଲିଛି ମା’ ଦୁର୍ଗାଙ୍କ ପୂଜା। ଦୀର୍ଘ ୭୫ ବର୍ଷ ଧରି ଏଠାରେ ପାଷାଣ ମୂର୍ତ୍ତିରେ ପୂଜା ପାଇ ଆସୁଛନ୍ତି ମା’। ମହାଷ୍ଟମୀ ଅବସରରେ ମା’ଙ୍କ ଦର୍ଶନ ପାଇଁ ଜମିଛି ଶହ ଶହ ଶ୍ରଦ୍ଧାଳୁଙ୍କ ଭିଡ଼। ଫୁଲ, ଦୀପ ଓ ଭୋଗ ନେଇ ମା’ଙ୍କ ଦର୍ଶନ କରୁଛନ୍ତି ଭକ୍ତ। ପୂଜାବିଧି ଓ ଭକ୍ତିମୟ ପରିବେଶରେ ଉତ୍ସବମୁଖର ହୋଇଉଠିଛି ଦୁର୍ଗା ପଡ଼ିଆ। ସ୍ଥାନ: ଚାନ୍ଦବାଲି, ଭଦ୍ରକ ରିପୋର୍ଟ: ଅଙ୍କିତା ନାୟକ ଦେଖନ୍ତୁ: Sambhabana Live ଓଡ଼ିଶାର ଖବର, ଆପଣଙ୍କ ଅଞ୍ଚଳର ଖବର ଏବଂ ନିତିଦିନିଆ ଅପଡେଟ୍ ପାଇଁ ଆମ ଚ୍ୟାନେଲ୍‌କୁ Subscribe କରନ୍ତୁ। ଭିଡିଓଟି ଭଲ ଲାଗିଲେ Like, Share ଓ Comment କରନ୍ତୁ। #Chandbali #DurgaPuja2026 #MahaAshtami #BhadrakNews #SambhabanaLive Sambhabana Live always helps the helpless people and fights to give their rights in legal way. This channel is a ray of hope for hopeless people. Mainly It is a news-based channel along with other events. It works in fact without fear and pressure. This channel was launched on 23rd November 2023 in Odisha. You can watch this channel through social media platforms like Facebook, Instagram and YouTube . Our website is www.sambhabanalive.in . This channel forever grateful to, viewers for their love, confidence, unwavering trust.