ଦହି ବାଇଗଣ | Dahi Baigana Recipe | ଓଡ଼ିଆ ଘରୋଇ ରୋଷେଇ
Mo Rosei Ghara (Khanti Odia Randhaasaala)
0:00 / 0:00
ଦହି ବାଇଗଣ | Dahi Baigana Recipe | ଓଡ଼ିଆ ଘରୋଇ ରୋଷେଇ
1 просмотр · 7 ч назад
Mo Rosei Ghara (Khanti Odia Randhaasaala)
3 подписчика
1 просмотр · 7 ч назад
ଆଜି ଆମ ରୋଷେଇଘରେ ତିଆରି କରିଛୁ ସ୍ୱାଦିଷ୍ଟ ଓ ସହଜ ଦହି ବାଇଗଣ। ଦହିର ମସଲାଦାର ଗ୍ରେଭି, ନରମ ବାଇଗଣ ଓ ଓଡ଼ିଆ ଘରୋଇ ଛୁଙ୍କ—ଭାତ ସହ ଖାଇବାକୁ ଏକଦମ ମଜା!
ଭିଡିଓଟି ଭଲ ଲାଗିଲେ Like କରନ୍ତୁ, ମତାମତ ଜଣାନ୍ତୁ ଏବଂ ଏମିତି ଓଡ଼ିଆ ରେସିପି ପାଇଁ Mo Rosei Ghara ଚ୍ୟାନେଲକୁ Subscribe କରନ୍ତୁ।
Hashtags
#dahibaigana #odiarecipe #MoRoseiGhara #OdiaRanna #BaiganaRecipe #indianfood #odiafood