Перейти к содержимому

ନୂଆଁ ରୂପ ରଙ୍ଗରେ ରଙ୍ଗାୟିତ ସୁଲେଇପାଳ ସଖି ବନ୍ଦନା ଦଧି ମନ୍ଥନ ଦଧି ନଉତି ଧରି ଯମୁନାରେ ପ୍ରଵେଶ ଏବଂ ନାବିକକୁ ଡ଼ାକ

Prasad TV

0:00 / 0:00

ନୂଆଁ ରୂପ ରଙ୍ଗରେ ରଙ୍ଗାୟିତ ସୁଲେଇପାଳ ସଖି ବନ୍ଦନା ଦଧି ମନ୍ଥନ ଦଧି ନଉତି ଧରି ଯମୁନାରେ ପ୍ରଵେଶ ଏବଂ ନାବିକକୁ ଡ଼ାକ

4 170 просмотров · 2 дня назад
Prasad TV
13,1 тыс. подписчиков
4 170 просмотров · 2 дня назад
ନମସ୍କାର ଦର୍ଶକ ବନ୍ଧୁ ,ମୁଁ ଆପଣ ମାନଙ୍କର Youtuber ଵିଷ୍ଣୁ ପ୍ରସାଦ ବେହେରା(ପ୍ରସାଦ ଭାଇ) ଛେଳିଆ କଣିହାଁ ଅନୁଗୋଳ । ମୋ - 8249527724 ,Email id - b. lic790@gmail. com । ଆପଣ ମାନଙ୍କୁ ମୋର ଏହି New Youtube ଚାନେଲ Prasadstudio ,PrasadTV ,Khanti Odia Danda Nacha ଏବଂ Prasad bhai odia kirttan କୁ ସ୍ୱାଗତ । ଆପଣ ଯଦି ମୋ ଚାନେଲ ସହିତ ନୂଆ କରି ଦେଖୁଛନ୍ତି ତା ହେଲେ ସର୍ବ ପ୍ରଥମେ ମୋ ଚାନେଲ Prasad studio (ପ୍ରସାଦ ଷ୍ଟୁଡିଓ) , Prasad TV (ପ୍ରସାଦ ଟି ଭି ) , Khanti Odia Danda Nacha (ଖାଣ୍ଟୀ ଓଡ଼ିଆ ଦଣ୍ଡ ନାଚ) , Prasad Bhai odia Kirttan ( ପ୍ରସାଦ ଭାଇ ଓଡ଼ିଆ କୀର୍ତ୍ତନ) କୁ Subscribe , like , share and Comment କରନ୍ତୁ । ବି. ଦ୍ର. :- ( ମୋ youtube ଚାନେଲ ମାଧ୍ୟମରେ ଆମ୍ଭର ଲୋକାୟିତ ହୋଇ ଯାଉ ଥିବା କାଯ୍ୟକ୍ରମ ଯଥା ପାରମ୍ପରିକ ଦଣ୍ଡନୃତ୍ୟ,ପାଲା, ଘୁଡୁକି, ଦାସକାଠିଆ,ସଂକ୍ରିର୍ତ୍ତନ, ମେଳାମହୋତ୍ସବ,ଅଷ୍ଟପ୍ରହରି, ଯାତ୍ରା, ହୋମ ଜଜ୍ଞ,ପରାୟଣ ଇତ୍ୟାଦି କୁ ଲୋକ ଲୋଚନ କୁ ଆଣିବା ପାଇଁ ଏକମାତ୍ର ପ୍ରୟାସ । ଯେ କୌଣସି ଜାତି କୁ ନେଇ ନୃତ୍ୟ ପରିବେଷଣ କରି ମୋ ଚ୍ୟାନେଲ ଛାଡିବା କୌଣସି ଉଦ୍ଦେଶ୍ୟ ନୁହେଁ କେବଳ ମୋ ଦର୍ଶକ ବନ୍ଧୁ ମାନଙ୍କୁ ଟିକିଏ ମନୋରଞ୍ଜନ ନିମନ୍ତେ, ତେଣୁ ଯଦି ଭୁଲ୍ ଥାଏ ତା ହେଲେ ନିହାତି କ୍ଷମା ଦେବ । ଜୟ ଜଗନ୍ନାଥ