Перейти к содержимому

ବଣ୍ଟିର ବାମ ଗୋଡ଼ରେ ବାଜିଛି ଗୁଳି | Odisha Reporter

Odisha Reporter

0:00 / 0:00

ବଣ୍ଟିର ବାମ ଗୋଡ଼ରେ ବାଜିଛି ଗୁଳି | Odisha Reporter

979 просмотров · 23 часа назад
Odisha Reporter
2,99 млн подписчиков
979 просмотров · 23 часа назад
ଝାରସୁଗୁଡ଼ାରେ ଦୁର୍ଦ୍ଦାନ୍ତ ଅପରାଧୀ ବଣ୍ଟି ପ୍ରସାଦକୁ ଏନକାଉଣ୍ଟର । ଆମ୍ବଦରହ ଜଙ୍ଗଲ ନିକଟରେ ପୋଲିସର ଏନକାଉଣ୍ଟର । ବଣ୍ଟିର ବାମ ଗୋଡ଼ରେ ବାଜିଛି ଗୁଳି । ଅଭିଯୁକ୍ତର ଘର ହନୁମାନ ନଗର ଓରିଏଣ୍ଟ ଥାନା ଅଞ୍ଚଳରେ ପୋଲିସକୁ ଦେଖି ପ୍ରଥମେ ଗୁଳି ଚଳାଇଥିଲା ବଣ୍ଟି । #jharsuguda #odishanews #PoliceEncounter #BantiPrasad #OdishaPolice #Crime #OdishaReporter Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook:   / odishareporter   Twitter:   / odishareporter   Telegram: https://telegram.me/Odisha_Reporter_o... Instagram:   / odishareporter_official   #OdishaReporter