Перейти к содержимому

ବିନିକାରେ ବାରହା ଆତଙ୍କ, ସଞ୍ଜ ହେଲେ ଗାଁମୁହାଁ ବାରହା! ରାତିଅନିଦ୍ରାରେ ଚାଷୀ|Wild Boars Create Havoc in Binika

Prameya Digital

0:00 / 0:00

ବିନିକାରେ ବାରହା ଆତଙ୍କ, ସଞ୍ଜ ହେଲେ ଗାଁମୁହାଁ ବାରହା! ରାତିଅନିଦ୍ରାରେ ଚାଷୀ|Wild Boars Create Havoc in Binika

187 просмотров · 7 ч назад
Prameya Digital
150 тыс. подписчиков
187 просмотров · 7 ч назад
Farmers on Night Watch as Wild Boars Destroy Paddy Fields in Subarnapur ସଞ୍ଜ ନଇଁଲେ ଜଙ୍ଗଲରୁ ଗାଁ ମୁହାଁ ହେଉଛନ୍ତି ଶହ ଶହ ବାରହା। ସୁବର୍ଣ୍ଣପୁର ଜିଲ୍ଲା ବିନିକା ରେଞ୍ଜର ନୂଆପାଲି ଯବଦା ଅଞ୍ଚଳରେ ଜଙ୍ଗଲୀ ବାରହାଙ୍କ ଉପଦ୍ରବରେ ଚିନ୍ତାରେ ଚାଷୀ। ଦିନସାରା ଚାଷ ଜମିରେ ରହି ଫସଲର ଯତ୍ନ ନେଉଥିବା ଚାଷୀଙ୍କ ରାତି କଟୁଛି ବାରହାଙ୍କୁ ଜଗି। ଏକାସାଙ୍ଗରେ ଆସୁଥିବା ବାରହା ପଲ ଧାନ ଫସଲକୁ ଦଳି ନଷ୍ଟ କରିଦେଉଛନ୍ତି। #WildBoar #WildBoarAttack #Binika #Subarnapur #SonepurNews #FarmerProblems #CropDamage #PaddyField #WildlifeMenace #OdishaFarmers #OdishaNews #OdiaNews #GroundReport #BreakingNews #PrameyaDigital Odisha Latest News ଏବଂ ସବୁଠୁ ବଡ଼ ଖବର ସବୁବେଳେ ପ୍ରଥମେ ଦେଖିବା ପାଇଁ Prameya Digital ସହ ଯୋଡ଼ି ହୁଅନ୍ତୁ! In this video, we bring you an exclusive, in-depth breakdown and critical analysis of the major developments shaping Odisha today. 👍 Like | 🔄 Share | 💬 Comment | 🔔 Subscribe Prameya Digital For latest news updates follow us on WhatsApp: https://www.whatsapp.com/channel/0029... For latest Odisha News Follow us: Website: http://www.prameya.com   / prameyadigital     / prameyadigital      / @prameyadigital     / prameya-digital-2853663a7     / prameyadigital   https://www.whatsapp.com/channel/0029...