Перейти к содержимому

Идёт прямой эфир

Трансляции Youvio пока не открывает — они идут другим способом доставки, чем обычные видео. Записи завершённых эфиров и остальные ролики работают как всегда.

🔴Live | ଓଡ଼ିଶାକୁ ବଢ଼ିଲା ବାତ୍ୟା ଭୟ ! | Bay of Bengal Cyclone Fear | Low Pressure to Intensify | OTV

В эфиреСейчас смотрят: 338 · Трансляция началась 13 часов назад
OTV
12,5 млн подписчиков
Сейчас смотрят: 338 · Трансляция началась 13 часов назад
Live | ଓଡ଼ିଶାକୁ ବଢ଼ିଲା ବାତ୍ୟା ଭୟ ! | Bay of Bengal Cyclone Fear | Low Pressure to Intensify | OTV #ଛନକା_କରୁଛି_ବାତ୍ୟା_ଭୟ ଉପକୂଳିଆଙ୍କ ଭିତରେ ଛନକା ପୁରାଇଛି ବାତ୍ୟା ଭୟ । ହେଲେ ବଙ୍ଗୋପସାଗରରେ ଏବେ କୌଣସି ବାତ୍ୟା ନେଇ ସେଭଳି କିଛି ବି ପୂର୍ବାନୁମାନ କରିନି ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ। ଏପଟେ ଅଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂଚନା ଦେଇଛି, ଉତ୍ତର ଆଣ୍ଡାମାନ ସାଗର ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆସନ୍ତାକାଲି ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ନେଇପାରେ ଅବପାତ ରୂପ। ୨୨ରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଗଭୀର ଅବପାତରେ ପରିଣତ ହେବା ସମ୍ଭାବନା। ୨୩ ତାରିଖ ସକାଳ ସୁଦ୍ଧା ଗଭୀର ଅବପାତ ଉତ୍ତର ଆନ୍ଧ୍ର ପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳ ନିକଟରେ ପହଞ୍ଚିବା ସମ୍ଭାବନା ରହିଛି। ଏହାର ପ୍ରଭାବରରେ ୨୨ ତାରିଖରୁ ଓଡ଼ିଶାରେ ପ୍ରବଳ ବର୍ଷିବ। ୨୩ରୁ ବଢ଼ିବ ବର୍ଷା ପରିମାଣ। ୨୩ ତାରିଖ ପାଇଁ ୨୬ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ୨୫ ତାରିଖ ଯାଏଁ ଜାରି ରହିବ ଭୀଷଣ ବର୍ଷା। ସମୁଦ୍ର ଅଶାନ୍ତ ରହୁଥିବାରୁ କାଲି ସୁଦ୍ଧା ଫେରି ଆସିବାକୁ ମତ୍ସ୍ୟଜୀବୀଙ୍କୁ କୁହାଯାଇଛି। ୨୨ରୁ ୨୪ ତାରିଖ ଯାଏଁ ସମୁଦ୍ର ଯିବାକୁ ବାରଣ କରାଯାଇଛି। ... #OdishaWeather #BayOfBengal #LowPressure #HeavyRain #DeepDepression #WeatherUpdate #CycloneFear #OdishaRain #CoastalOdisha #FishermenWarning #OdishaTV #OTV Cyclone fear has gripped coastal Odisha, but the India Meteorological Department has not forecast any cyclone over the Bay of Bengal at present. The Regional Meteorological Centre said a low-pressure area has formed over the north Andaman Sea and adjoining areas and may intensify into a depression over the east-central Bay of Bengal tomorrow, followed by a deep depression over the west-central Bay on September 22. The system is likely to reach near the north Andhra Pradesh and south Odisha coasts by the morning of September 23. Under its influence, heavy rain is expected in Odisha from September 22, with rainfall increasing from September 23 and very heavy rain continuing till September 25. A warning has been issued for 26 districts for September 23. Fishermen have been advised to return to the coast by tomorrow and avoid venturing into the sea from September 22 to 24. For latest news updates follow us on WhatsApp: https://whatsapp.com/channel/0029VaYN... OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts. Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile. Stay tuned for all the breaking news ! Visit Our Website https://odishatv.in/ News In Odia: http://otvkhabar.in/ Android App: https://bit.ly/OTVAndroidApp iOS App: https://bit.ly/OTViOSApp Watch Live: https://odishatv.in/live-tv YouTube: https://goo.gl/Ehz6OP Watch our latest news in English: https://bit.ly/3wTgKxc Facebook:   / otvkhabar   OTV English Facebook :   / otvnews   Telegram @otvtelegram @otvkhabar Twitter:   / otvnews   Instagram:   / otvnews   #OdishaTV #OTV