Finally କିଣିଲି iPhone 18 Pro 😍🔥 | ଓଡ଼ିଆ Unboxing | The Travel Mates
The Travel Mates
0:00 / 0:00
Finally କିଣିଲି iPhone 18 Pro 😍🔥 | ଓଡ଼ିଆ Unboxing | The Travel Mates
100 просмотров · 1 день назад
The Travel Mates
1,41 тыс. подписчиков
100 просмотров · 1 день назад
ନମସ୍କାର ବନ୍ଧୁମାନେ ❤️🔥
Finally କିଣିଲି ମୋର ନୂଆ iPhone 18 Pro! 😍📱 ଆଜିର ଏହି ଭିଡିଓରେ ଆପଣମାନେ ଦେଖିବେ ମୋର ନୂଆ iPhone ର unboxing, first look ଏବଂ ମୋର genuine reaction।
The Travel Mates ପରିବାର ସହିତ ଏହି ନୂଆ ଖୁସି share କରିବାକୁ ମୁଁ ବହୁତ excited। ଆଗକୁ ଏହି ଫୋନ୍ରେ ଆହୁରି ସୁନ୍ଦର travel vlog, cinematic shots ଏବଂ ନୂଆ ନୂଆ videos ଆଣିବାକୁ ଚେଷ୍ଟା କରିବି।
ଆପଣମାନଙ୍କୁ ଏହି unboxing video କେମିତି ଲାଗିଲା, comment କରି ନିଶ୍ଚୟ ଜଣାନ୍ତୁ। ❤️
ଭିଡିଓଟି ଭଲ ଲାଗିଲେ Like କରନ୍ତୁ, ସାଙ୍ଗମାନଙ୍କ ସହ Share କରନ୍ତୁ ଏବଂ ଏମିତି ଆହୁରି ନୂଆ videos ପାଇଁ The Travel Mates କୁ Subscribe କରନ୍ତୁ।
ଧନ୍ୟବାଦ 🙏❤️
ଆପଣମାନଙ୍କ ଭଲପାଇବା ହିଁ ଆମର ଶକ୍ତି!
#iphone18pro #iphoneunboxing #odiaunboxing
#iphone18pro #iphoneunboxing #odiaunboxing #iphone18prounboxing #iphonefirstlook #appleiphone #iphonecamera #techodia #odiayoutube #odiavlogger #odiatech #unboxingvideo #travelvlogger #thetravelmates #himansumohanty