Перейти к содержимому

ବିଜେପିର ତ୍ରିରଙ୍ଗା ସହ ପୁରୁଣା ଦୁଷମନି।BJP's Long-Standing Hostility with the Tricolour.

Rangacharan Pradhan(ପରନ୍ତୁ)

0:00 / 0:00

ବିଜେପିର ତ୍ରିରଙ୍ଗା ସହ ପୁରୁଣା ଦୁଷମନି।BJP's Long-Standing Hostility with the Tricolour.

2 304 просмотра · 1 дн. назад
Rangacharan Pradhan(ପରନ୍ତୁ)
9,93 тыс. подписчиков
2 304 просмотра · 1 дн. назад
ବିଜେପିର ତ୍ରିରଙ୍ଗା ସହ ପୁରୁଣା ଦୁଷମନି।BJP's Long-Standing Hostility with the Tricolour. #paranturangacharan #gyaneshkumar #jantarmantar #cannughtplace People have voted for the BJP. They have the majority. Therefore, for five years, they will govern as they please. Who are others to oppose? Should the word of the party that won the majority prevail in this country, or the word of those who lost? Many people say and think this. Many wonder: did the makers of our Constitution draft it while smoking pot? How could they grant so much power to a government? Friends, today I will talk about this. Along with that, I will also discuss: do you really need police permission to protest? I will discuss how far a protest should take place from where the government sits. And what I will address most prominently is the Bharatiya Janata Party’s long-standing hostility toward the Tricolour. Furthermore, I will talk about regime change. I request you to watch the video until the end. ଲୋକେ ବିଜେପିକୁ ଭୋଟ ଦେଇଛନ୍ତି। ସେମାନଙ୍କ ପାଖରେ ସଂଖ୍ୟାଗରିଷ୍ଠତା ଅଛି। ତେଣୁ ପାଞ୍ଚ ବର୍ଷ ପାଇଁ ସେମାନେ ଯେମିତି ଚାହିଁବେ ସେମିତି ଶାସନ କରିବେ । ଅନ୍ୟମାନେ ବିରୋଧ କରିବାକୁ କିଏ ? ଦେଶରେ ସଂଖ୍ୟା ଗରିଷ୍ଠତା ପାଇଥିବା ଦଳର କଥା ରହିବ, ନା ଯେଉଁମାନେ ହାରିଯାଇଛନ୍ତି ସେମାନଙ୍କ କଥା ରହିବ ? ଅନେକ ଲୋକ ଏକଥା କୁହନ୍ତି ଓ ଭାବନ୍ତି। ଅନେକ ଲୋକ ଭାବନ୍ତି ସମ୍ବିଧାନ ଯେଉଁମାନେ ବନେଇଥିଲେ, ସେମାନେ କଣ ଗଞ୍ଜେଇ ଖାଇ ତାହା ବନେଇ ଦେଇଥିଲେ ? ସେମାନେ ଗୋଟିଏ ସରକାରକୁ ଏତେ କ୍ଷମତା କେମିତି ଦେଲେ ? ବନ୍ଧୁଗଣ, ଆଜି ମୁଁ ଏ ବିଷୟରେ କହିବି । ତା ସହିତ ଏକଥା ବି କହିବି, କ’ଣ ଆନ୍ଦୋଳନ ପାଇଁ ପୋଲିସ ପରମିଶନ ଦରକାର ? ମୁଁ ଏ ବିଷୟରେ ବି କହିବି ସରକାର ଯେଉଁଠି ବସିଥାଆନ୍ତି, ଆନ୍ଦୋଳନ ସେଠାରୁ କେତେ ଦୁରରେ ହେବା କଥା। ଆଉ ଯେଉଁ କଥାକୁ ପ୍ରମୁଖତାର ସହ କହିବି ତାହା ହେଉଛି ଭାରତୀୟ ଜନତା ପାର୍ଟିର ତ୍ରିରଙ୍ଗା ସହ ପୁରୁଣା ଦୁଷମନି । ପୁଣି ରେଜିମ୍ ଚେଞ୍ଜ ବିଷୟରେ କହିବି । ଆପଣଙ୍କୁ ଅନୁରୋଧ ଭିଡିଓକୁ ଶେଷ ପର୍ଯ୍ୟନ୍ତ ଦେଖିବେ ।