📱 Facebook Account Delete କେମିତି କରିବେ 😱 | Permanently Delete Facebook Account in Odia 2026
Jit Kabi Tech Odia
0:00 / 0:00
📱 Facebook Account Delete କେମିତି କରିବେ 😱 | Permanently Delete Facebook Account in Odia 2026
70 просмотров · 12 дн. назад
Jit Kabi Tech Odia
6 подписчиков
70 просмотров · 12 дн. назад
📱 Facebook Account Delete କେମିତି କରିବେ | How to Delete Facebook Account Permanently in Odia 2026
ନମସ୍କାର ବନ୍ଧୁମାନେ 🙏
ଆଜିର ଏହି ଭିଡିଓରେ ଆପଣମାନେ ଜାଣିପାରିବେ Facebook Account କୁ ସବୁଦିନ ପାଇଁ (Permanently) କେମିତି Delete କରିବେ। ଯଦି ଆପଣ ନିଜର ପୁରୁଣା Facebook Account Delete କରିବାକୁ ଚାହୁଁଛନ୍ତି, ତାହେଲେ ଏହି ଭିଡିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ।
ଏହି ଭିଡିଓରେ ମୁଁ ଆପଣଙ୍କୁ ସହଜ ଓଡ଼ିଆ ଭାଷାରେ Step by Step ବୁଝାଇଛି, ଯାହା ଦ୍ୱାରା ଆପଣ ନିଜ ମୋବାଇଲ୍ରୁ ସହଜରେ Facebook Account Delete କରିପାରିବେ।
✅ Facebook Account Permanently Delete କରିବାର ଉପାୟ
✅ ମୋବାଇଲ୍ରେ Facebook Account Delete କେମିତି କରିବେ
✅ Facebook Account Delete କରିବା ପୂର୍ବରୁ କେଉଁ କଥା ଜାଣିବେ
ଭିଡିଓଟି ଭଲ ଲାଗିଲେ Like 👍 କରନ୍ତୁ, ନିଜ ସାଙ୍ଗମାନଙ୍କ ସହ Share କରନ୍ତୁ ଏବଂ ଏମିତି ନୂଆ ନୂଆ Tech Tips ପାଇବା ପାଇଁ ଆମର Jit Kabi Tech Odia YouTube Channel କୁ Subscribe କରିବାକୁ ଭୁଲନ୍ତୁ ନାହିଁ। ❤️
ଧନ୍ୟବାଦ 🙏
#FacebookAccountDelete #FacebookDeleteOdia #FacebookTipsOdia #TechTipsOdia #OdiaTech #JitKabiTechOdia #FacebookAccount #OdiaTutorial