ମୁହଁ ଖୋଲିଲେ ରାଜ୍ୟ ସଭାପତି , ପୁଣି ଲାଗିଲା ୩ ନୂଆ ଦଫା // odisha 24 live
Odisha24 Live
0:00 / 0:00
ମୁହଁ ଖୋଲିଲେ ରାଜ୍ୟ ସଭାପତି , ପୁଣି ଲାଗିଲା ୩ ନୂଆ ଦଫା // odisha 24 live
12 857 просмотров · 1 день назад
Odisha24 Live
2,85 тыс. подписчиков
12 857 просмотров · 1 день назад
ମୁହଁ ଖୋଲିଲେ ରାଜ୍ୟ ସଭାପତି , ପୁଣି ଲାଗିଲା ୩ ନୂଆ ଦଫା
ଅଡୁଆ ବଢ଼ୁଛି Online Auto ସଂଘର! ମାଡ଼ ମାରିବା, ବସ୍ ଭଙ୍ଗାରୁଜା କରିବା ଏବଂ ପୋଲିସ ଗାଡ଼ି ଭାଙ୍ଗିବା ଭଳି ଅଭିଯୋଗ ପରେ ୧୧୫ ଜଣ ଅଟୋ ଚାଳକଙ୍କ ନାଁରେ ଲାଗିଲା ଆଉ ୩ଟି ନୂଆ ଦଫା। ଏହାକୁ ନେଇ ଅଡୁଆରେ ୧୧୫ ଅଟୋ ଚାଳକ। ଶେଷରେ ମୁହଁ ଖୋଲିଛନ୍ତି Online Auto ସଂଘର ରାଜ୍ୟ ସଭାପତି ଇତିଶ ପ୍ରଧାନ। ଘଟଣାରେ ଭୁଲ ହୋଇଥିବା ସ୍ୱୀକାର କରିବା ସହ ଦୋଷୀଙ୍କୁ ଦଣ୍ଡ ମିଳୁ ଏବଂ ନିର୍ଦ୍ଦୋଷଙ୍କୁ ଛାଡ଼ି ଦିଆଯାଉ ବୋଲି ସେ ଅନୁରୋଧ କରିଛନ୍ତି।
#OnlineAuto #AutoAssociation #AutoDrivers #OdishaNews #OdishaAuto #AutoStrike #AutoNews #BreakingNews #PoliceCase #CrimeNews #PublicTransport #ItishPradhan #Odisha24Live #ଅଟୋସଂଘ #ଅନଲାଇନଅଟୋ #ଅଟୋଚାଳକ #ଓଡ଼ିଶାଖବର #ଭଙ୍ଗାରୁଜା #ପୋଲିସ #ବ୍ରେକିଂନ୍ୟୁଜ୍