Перейти к содержимому

ମଞ୍ଜିରୁ ଉଗାନ୍ତୁ ଏହି ୧୦ଟି ସୁନ୍ଦର ଶୀତଦିନିଆ ଫୁଲ | Best Winter Flower Seeds to Grow at Home #gardening

AMA BAGICHA

0:00 / 0:00

ମଞ୍ଜିରୁ ଉଗାନ୍ତୁ ଏହି ୧୦ଟି ସୁନ୍ଦର ଶୀତଦିନିଆ ଫୁଲ | Best Winter Flower Seeds to Grow at Home #gardening

50 просмотров · 8 часов назад
AMA BAGICHA
5,15 тыс. подписчиков
50 просмотров · 8 часов назад
ଶୀତ ଋତୁରେ ଘର ବଗିଚାକୁ ରଙ୍ଗିନ ଫୁଲରେ ସଜାଇବାକୁ ଚାହୁଁଛନ୍ତି କି? 🌺 ତେବେ ଏହି ଭିଡିଓରେ ଜାଣନ୍ତୁ ମଞ୍ଜିରୁ ସହଜରେ ଉଗାଇ ପାରିବା ୧୦ଟି ସୁନ୍ଦର ଶୀତଦିନିଆ ଫୁଲ ବିଷୟରେ। ଏହି ଭିଡିଓରେ ଆପଣ ଜାଣିପାରିବେ— 🌱 କେଉଁ ଫୁଲର ମଞ୍ଜି ବୁଣିବେ 🌱 ମଞ୍ଜି ବୁଣିବାର ସଠିକ୍ ପଦ୍ଧତି 🌱 Seed germination ପାଇଁ କେଉଁ ମାଟି ଭଲ 🌱 ଚାରାକୁ କେବେ transplant କରିବେ 🌱 ଭଲ ଫୁଲ ପାଇଁ କେମିତି ଯତ୍ନ ନେବେ ଆପଣଙ୍କ ଘର ବାଲକୋନି, ଛାତ କିମ୍ବା ଛୋଟ garden—ଯେଉଁଠି ହେଉନା କାହିଁକି, ଠିକ୍ ଯତ୍ନ ନେଲେ ଏହି ଫୁଲଗୁଡ଼ିକୁ ମଞ୍ଜିରୁ ଉଗାଇପାରିବେ। 🌼 ଭିଡିଓଟି ଭଲ ଲାଗିଲେ Like 👍 କରନ୍ତୁ, Ama Bagichaକୁ Subscribe କରନ୍ତୁ ଏବଂ ଆପଣଙ୍କ gardenରେ କେଉଁ ଫୁଲ ଲଗାଇଛନ୍ତି Commentରେ ଜଣାନ୍ତୁ। 🌱 ଗଛ ଲଗାନ୍ତୁ, ପୃଥିବୀ ମା'କୁ ସବୁଜ କରନ୍ତୁ। 🙏 ଜୟ ଜଗନ୍ନାଥ #winterflowers #flowerseeds #gardening #AmaBagicha #WinterFlowerSeeds #flowergardening #gardeningtips #odiagardening #homegarden #seedgermination