Перейти к содержимому

ଜିଦରେ ଅଟଳ ଆଦିବାସୀ । ହକ ପ୍ରଦାନ ପରେ ଉଚ୍ଛେଦ ଦାବି । ଅଞ୍ଚଳବାସୀଙ୍କ ସହ ଜିଲ୍ଲା ପ୍ରଶାସନର ଆଲୋଚନ ବିଫଳ

Nandighosha TV

0:00 / 0:00

ଜିଦରେ ଅଟଳ ଆଦିବାସୀ । ହକ ପ୍ରଦାନ ପରେ ଉଚ୍ଛେଦ ଦାବି । ଅଞ୍ଚଳବାସୀଙ୍କ ସହ ଜିଲ୍ଲା ପ୍ରଶାସନର ଆଲୋଚନ ବିଫଳ

4 412 просмотров · 1 месяц назад
Nandighosha TV
3,65 млн подписчиков
4 412 просмотров · 1 месяц назад
#NandighoshaTV #Odisha #bolangir ବଲାଙ୍ଗୀର ଲୋୟର ସୁକତେଲ ପ୍ରକଳ୍ପ ପାଇଁ ପ୍ରଭାବିତ କୁମିଆଁପାଲି ଗାଁରେ ଆଜି ପୁଣି ଆଦିବାସୀ ପରିବାର ଓ ଜିଲ୍ଲା ପ୍ରଶାସନ ମଧ୍ୟରେ ମୁହାମୁହିଁ ସ୍ଥିତି I ଉଚ୍ଛେଦ ପାଇଁ ଆସିଥିବା ଜିଲ୍ଲା ପ୍ରଶାସନକୁ ଆଦିବାସୀ ମାନେ ତୀବ୍ର ବିରୋଧ କରିଛନ୍ତି I ଗ୍ରାମବାସୀ ଓ ପ୍ରାଶାସନିକ ଅଧିକାରୀ ମଧ୍ୟରେ ଆଲୋଚନା ବିଫଳ ହୋଇଛି I ପ୍ରଶାସନ ଦାବି ପୂରଣ ନକରି ଉଛେଦ କରିବାକୁ ବଳ ପ୍ରୟୋଗ କରୁଥିବା ଅଭିଯୋଗ ହୋଇଛି Nandighosha TV is the fastest growing television channel in Odisha and delivers reliable information across all platforms including Television, Internet and Mobile. Visit Our Website: http://nandighoshatv.com/ Watch Live: http://nandighoshatv.com/live/ Whatsapp: https://whatsapp.com/channel/0029Va5P... YouTube:    / nandighoshatv   Facebook:   / nandighoshatv   Twitter:   / nandighoshatv   Instagram:   / nandighoshatv   #NandighoshaTV #Nandighoshatvlive #Newschannel #Odisha news today #Odisha latest news