Перейти к содержимому

BREAKING WEATHER UPDATE ବଙ୍ଗୋପସାଗରରେ ଗଭୀର ଅବପାତ (Deep Depression) ସକ୍ରିୟ! ବିଶାଖାପାଟଣା

Satya Bhed

0:00 / 0:00

BREAKING WEATHER UPDATE ବଙ୍ଗୋପସାଗରରେ ଗଭୀର ଅବପାତ (Deep Depression) ସକ୍ରିୟ! ବିଶାଖାପାଟଣା

133 просмотра · 4 дня назад
Satya Bhed
271 подписчик
133 просмотра · 4 дня назад
BREAKING WEATHER UPDATE ବଙ୍ଗୋପସାଗରରେ ଗଭୀର ଅବପାତ (Deep Depression) ସକ୍ରିୟ! ବିଶାଖାପାଟଣା–ଗୋପାଳପୁର ମଧ୍ୟରେ ଆଜି ରାତିରେ ଉପକୂଳ ଅତିକ୍ରମ ସମ୍ଭାବନା। ଦକ୍ଷିଣ ଓଡ଼ିଶା ସମେତ ବିଭିନ୍ନ ଅଞ୍ଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ଆଶଙ୍କା। ଝଡ଼ ପବନ ଓ ସମୁଦ୍ର ଅଶାନ୍ତ ରହିବା ସମ୍ଭାବନା। ନିମ୍ନାଞ୍ଚଳରେ ଜଳବନ୍ଦୀ, ବନ୍ୟା ଓ ଭୂସ୍ଖଳନ ନେଇ ସତର୍କତା। ‘ଅର୍ଣ୍ଣବ’ ନାମ ନେଇ ଚର୍ଚ୍ଚା ଥିଲେ ମଧ୍ୟ, IMD ବର୍ତ୍ତମାନ ଏହାକୁ ବାତ୍ୟା ଭାବେ ଘୋଷଣା କରିନାହିଁ। #WeatherUpdate #OdishaWeather #DeepDepression #RainAlert #OdishaNews #BreakingNews #SatyabhedLive