ମୋହନଙ୍କ ବଡ଼ ଘୋଷଣା ବସ୍ତିବାସିନ୍ଦାଙ୍କୁ ଭଡ଼ାରେ ମିଳିବ ଘର | Odisha Reporter
Odisha Reporter
0:00 / 0:00
ମୋହନଙ୍କ ବଡ଼ ଘୋଷଣା ବସ୍ତିବାସିନ୍ଦାଙ୍କୁ ଭଡ଼ାରେ ମିଳିବ ଘର | Odisha Reporter
993 просмотра · 2 часа назад
Odisha Reporter
2,99 млн подписчиков
993 просмотра · 2 часа назад
ମୋହନଙ୍କ ବଡ଼ ଘୋଷଣା ବସ୍ତିବାସିନ୍ଦାଙ୍କୁ ଭଡ଼ାରେ ମିଳିବ ଘର | Odisha Reporter
ରାଜଧାନୀକୁ ରୋଜଗାର ଆଶାରେ ଆସୁଛନ୍ତି, ହେଲେ ଭଡ଼ା ଘର ଖୋଜି ଖୋଜି ନୟାନ୍ତ ହେଉଛନ୍ତି କି? ଏବେ ଆଉ ଚିନ୍ତା ନାହିଁ! ସହରୀ ଗରିବ ଓ ଶ୍ରମିକଙ୍କୁ କମ୍ ଦରରେ ଭଡ଼ା ଘର ଯୋଗାଇଦେବାକୁ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି। ୨୦ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେବ ୩୦୦ ଘର। ବସ୍ତି ବୃଦ୍ଧି ରୋକିବା ସହ ରୋଜଗାର ପାଇଁ ଗାଁରୁ ସହରକୁ ଆସୁଥିବା ଶ୍ରମିକଙ୍କୁ ମିଳିବ ଆଶ୍ରୟର ସୁଯୋଗ। କେଉଁମାନେ ପାଇବେ ଏହି ସୁବିଧା? ଭଡ଼ା କେତେ ରହିବ? ଜାଣନ୍ତୁ ଏହି ରିପୋର୍ଟରେ, କେବଳ Odisha Reporterରେ।
#OdishaReporter #OdishaNews #Bhubaneswar #AffordableHousing #RentalHousing #MohanCharanMajhi #OdishaGovernment #UrbanPoor #HousingScheme #ଓଡ଼ିଶାଖବର #ଭୁବନେଶ୍ୱର #ଶସ୍ତାଭଡ଼ାଘର #ସହରୀଗରିବ #ମୋହନସରକାର #ସରକାରୀଯୋଜନା #ଶ୍ରମିକଙ୍କପାଇଁଘର
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: / odishareporter
Twitter: / odishareporter
Telegram: https://telegram.me/Odisha_Reporter_o...
Instagram: / odishareporter_official
#OdishaReporter