ଓଡ଼ିଶା ମାଧ୍ୟମିକ ଶିକ୍ଷା ନିୟମାବଳୀରେ ସଂଶୋଧନ। | Odisha Reporter
Odisha Reporter
0:00 / 0:00
ଓଡ଼ିଶା ମାଧ୍ୟମିକ ଶିକ୍ଷା ନିୟମାବଳୀରେ ସଂଶୋଧନ। | Odisha Reporter
66 217 просмотров · 11 дн. назад
Odisha Reporter
2,99 млн подписчиков
66 217 просмотров · 11 дн. назад
ଓଡ଼ିଶା ମାଧ୍ୟମିକ ଶିକ୍ଷା ନିୟମାବଳୀରେ ସଂଶୋଧନ। ଦୀର୍ଘ ୩୦ ବର୍ଷ ପରେ ପୁରୁଣା ନିୟମରେ ପରିବର୍ତ୍ତନ କରି ନୂଆ ‘ଓଡ଼ିଶା ମାଧ୍ୟମିକ ଶିକ୍ଷା ନିୟମାବଳୀ, ୨୦୨୫’ ପ୍ରଣୟନ ପାଇଁ ନିଷ୍ପତ୍ତି ନିଆଯାଇଛି। ଶିକ୍ଷକଙ୍କ ନିଯୁକ୍ତି, ସେବା ସର୍ତ୍ତାବଳୀ, ପଦୋନ୍ନତି ଏବଂ ବିଭିନ୍ନ ବର୍ଗର ଶିକ୍ଷକଙ୍କ ମାନଦଣ୍ଡରେ ସୁସଙ୍ଗତତା ଆଣିବା ଏହି ସଂଶୋଧନର ଉଦ୍ଦେଶ୍ୟ। ନୂଆ ନିୟମାବଳୀକୁ ନେଇ କ’ଣ କହିଛନ୍ତି ହିନ୍ଦୀ ଶିକ୍ଷକ ସଂଘ? #Odisha #OdishaNews #EducationNews #TeacherNews #HindiTeacher #OdiaNews #OdishaEducation #TeacherRecruitment #OdishaLatestNews
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: / odishareporter
Twitter: / odishareporter
Telegram: https://telegram.me/Odisha_Reporter_o...
Instagram: / odishareporter_official
#OdishaReporter