Перейти к содержимому

୧୨ ବର୍ଷର ଝିଅ ପାଇଗଲା, ପୁଲିସ ଚାକିରୀ କେବଳ ଏଇ କାରଣ ପାଇଁ ! 12 year old daughter on police duty hydrabad

Pratidin TV

0:00 / 0:00

୧୨ ବର୍ଷର ଝିଅ ପାଇଗଲା, ପୁଲିସ ଚାକିରୀ କେବଳ ଏଇ କାରଣ ପାଇଁ ! 12 year old daughter on police duty hydrabad

1 520 просмотров · 1 день назад
Pratidin TV
1,76 млн подписчиков
1 520 просмотров · 1 день назад
ହାଇଦ୍ରାବାଦ ପୋଲିସର ଜଣେ କନଷ୍ଟେବଳ ସାଇଦୁଲୁ, ଗଣେଶ ବିସର୍ଜନର ବ୍ୟସ୍ତବହୁଳ ଡ୍ୟୁଟି ସମୟରେ ନିଜର ୧୨ ବର୍ଷର ଝିଅ ଅମୀକ୍ଷାଙ୍କୁ ପୋଲିସ ୟୁନିଫର୍ମ ପିନ୍ଧାଇ ନିଜ ସହ କାର୍ଯ୍ୟକ୍ଷେତ୍ରକୁ ଆଣିଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ଅମୀକ୍ଷାଙ୍କର ଭବିଷ୍ୟତରେ ଜଣେ ପୋଲିସ ଅଫିସର ହେବାର ବଡ଼ ସ୍ୱପ୍ନ ରହିଥିବାରୁ, ବାପା ତାଙ୍କୁ ଦିନିକିଆ ଡ୍ୟୁଟିର ଅନୁଭୂତି ଦେବା ସହ କର୍ତ୍ତବ୍ୟ ଓ ଦାୟିତ୍ୱବୋଧ ବିଷୟରେ ଅବଗତ କରାଇବା ପାଇଁ ଏପରି କରିଥିଲେ, ଯାହାକୁ ଲୋକେ ବେଶ୍ ପସନ୍ଦ କରିଛନ୍ତି !12 year old daughter on police duty hydrabad. #HyderabadPolice #FatherDaughterGoals #GaneshVisarjan2026 #KhakiDream Vist our Website :https://www.pratidintv.com/ Like Our Facebook Page:   / pratidinodisha   Folllow Us Instagram :-https://www.instagram.com/pratidintv/... Follow On X :- https://x.com/pratidin_tv Subscribe To Our YouTube Channel:    / @pratidintvodisha   #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha