ଦୁର୍ଗା ପୂଜା ଏବଂ ଭାଇ ଜିଉଁତିଆ Vlog 2026 | ଆମ ଗାଁର ପୂଜା ମାହୋଲ 🌸✨
DEEPANKAR VLOGS
0:00 / 0:00
ଦୁର୍ଗା ପୂଜା ଏବଂ ଭାଇ ଜିଉଁତିଆ Vlog 2026 | ଆମ ଗାଁର ପୂଜା ମାହୋଲ 🌸✨
229 просмотров · 6 дн. назад
DEEPANKAR VLOGS
153 подписчика
229 просмотров · 6 дн. назад
ଦୁର୍ଗା ପୂଜା ଏବଂ ଭାଇ ଜିଉଁତିଆ Vlog 2026 | ଆମ ଗାଁର ପୂଜା ମାହୋଲ 🌸✨
Welcome to my channel.. 🙏
ଆଜିର ଏହି ଭିଡିଓରେ ମୁଁ ଆପଣମାନଙ୍କୁ ଆମର ଦୁର୍ଗା ପୂଜା ବୁଲାବୁଲି ଏବଂ ପବିତ୍ର ଭାଇ ଜିଉଁତିଆ ଓଷାର କିଛି ସୁନ୍ଦର ମୁହୂର୍ତ୍ତ ଶେୟାର କରିଛି। ଆଶା କରୁଛି ଆପଣମାନଙ୍କୁ ଆମର ଏହି ଓଡ଼ିଆ Vlog ଟି ବହୁତ ପସନ୍ଦ ଆସିବ।
ଯଦି ଭିଡିଓଟି ଭଲ ଲାଗେ, ତେବେ ଭିଡିଓକୁ Like, Share ଏବଂ ଆମ Channel କୁ Subscribe କରିବାକୁ ଜମାରୁ ଭୁଲିବେନି। ଆପଣ ସମସ୍ତଙ୍କୁ ଦୁର୍ଗା ପୂଜା ଓ ଭାଇ ଜିଉଁତିଆର ଅନେକ ଅନେକ ଶୁଭେଚ୍ଛା! ✨
#DurgaPuja2026 #DurgaPujaVlog #DurgaPujaCelebration #MaaDurga #FestivalVlog #DailyVlog #DurgaPujaMela #PandalHopping #TrendingVlog #ViralVlog #YouTubeVlog #MiniVlog #DurgaPujaSpecial #BhaktiVlog #FamilyVlog
🤍 DEEPANKAR VLOGS 🤍
Sonepur // Odisha // India 🇳🇪