Перейти к содержимому

ଢୁମ୍ପା ସଂଗୀତରେ ବସନ୍ତ ବର୍ଣନା || GAYIKA- SNEHALATA BEHERA || ODIA PALA COLLECTION || B R MOVIES

B R MOVIES

0:00 / 0:00

ଢୁମ୍ପା ସଂଗୀତରେ ବସନ୍ତ ବର୍ଣନା || GAYIKA- SNEHALATA BEHERA || ODIA PALA COLLECTION || B R MOVIES

141 985 просмотров · 5 лет назад
B R MOVIES
322 тыс. подписчиков
141 985 просмотров · 5 лет назад
Topic- ଢୁମ୍ପା ସଂଗୀତରେ ବସନ୍ତ ବର୍ଣନା Gayika- Snehalata Behera Pala Dhumpa Song collected from Odia Pala // BANSHANUCHARITA(ବଂଶାନୁଚରିତ) //- By Gayika- Snehalata Behera and Associates Odia Pala Collection B R MOVIES You can watch this Ladies Pala, by Gayika- Snehalata Behera in this Playlist-   • GAYIKA- SNEHALATA BEHERA   ଏହି ଭାଗର ସାରାଂଶ:- ଏହି ଢୁମ୍ପା ସଂଗୀତରେ ବସନ୍ତ ବର୍ଣନା ଭାଗଟି ଓଡ଼ିଆ ପାଲା ବଂଶାନୁଚରିତ ବିଷୟବସ୍ତୁରୁ ସଂଗୃହିତ, ଏହାକୁ ଗାୟିକା ସ୍ନେହଲତା ବେହେରା ଓ ସାଥିମାନେ ପରିବେଷଣ କରିଛନ୍ତି -------------------------------------------------------------------------------------------------- ପାଲାର ସଂଜ୍ଞା :- ପାଲା ହେଉଛି ଆମ ଓଡିଶା ବାସୀଙ୍କର ଏକ ସର୍ବପ୍ରାଚୀନ ପରମ୍ପରା ଏବଂ ଶିକ୍ଷଣୀୟ, ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ, ବିଶେଷ କରି ଏହା ସାହିତ୍ୟିକ, ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଭାବେ ପରିଗଣିତ, ପାଲାର ବିଷୟବସ୍ତୁକୁ ଯିଏ ବ୍ୟାଖ୍ୟା କରନ୍ତି ଏବଂ ମୁଖ୍ୟ ହେଉଛନ୍ତି ଗାୟିକା ବା ଗାୟକ, ସେ ପୁରାଣ ଅଷ୍ଟଦଶପୁରଣ, ଭାଗବତ, ରାମାୟଣ ଇତ୍ୟାଦିର ବିଷୟବସ୍ତୁକୁ ଆଧାର କରି ତାଙ୍କର କରିଥିବା ବିଷୟକୁ ଆଲୋଚନା କରନ୍ତି | ଗୋଟିଏ ପାଲା ଦଳରେ ଜଣେ ହେଲେ ବାୟକ ଯିଏକି ମୃଦଙ୍ଗ ବଜାନ୍ତି, ଅନ୍ୟ ଜଣେ ହେଲେ ଶ୍ରୀପାଳିଆ ଯିଏ ଭଜନ ଏବଂ ଓଡିଶୀ ଇତ୍ୟାଦି ସୁନ୍ଦର ଭାବେ ଗାନ କରନ୍ତି ଏବଂ ଆଉ ଅନ୍ୟ ୩ ଜଣ ହେଲେ ପାଳିଆ ଯିଏ କି ପାଳି ଘେରି ଗାୟକ ବା ଗାୟିକାଙ୍କୁ ସହାୟତା କରନ୍ତି, ଗାୟକ ବା ଗାୟିକାଙ୍କୁ ନେଇ ସମୁଦାୟ ୬ ଜଣ ଙ୍କୁ ନେଇ ଗୋଟିଏ ପାଲା ଦଳ ହୋଇଥାଏ, ଏଇ ହେଉଛି ପାଲା | --------------------------------------------------------------------------------------------------- Thank You for watching this video, if you like this video then please hit the like button, share, and do subscribe to our channel for more such cultural and entertaining videos, also comment about your feedback in the comment section. SOCIAL MEDIA LINKS :- YouTube:-    / @brmovies   Facebook:-   / biswaranjan.senapati.399   Facebook Page:-   / brmoviesodia   Twitter:-   / brmovies0101   Blogger:- https://brmoviess.blogspot.com/ Website:- http://brmovies.in G-mail:- brmovies0101@gmail.com Click on this link to watch more videos on my related channel Urmi Entertainment:-    / @urmientertainment   Also, enjoy more Pala videos on our other channel here-    / @mamataentertainmentodia   -------------------------------------------------------------------------------------------------- All copyrights are reserved by B R MOVIES. If anybody misuse, reuse or unauthorized use of the same content may be subject to a copyright claim against him. -------------------------------------------------------------------------------------------------- #PalaDhumpaSong #DhumpaSongofOdisha #GayikaSnehalataBehera #OdiaPalaCollection #DhumpaSong #BRMOVIES