#ହରିୟାନା ପର୍ଯ୍ୟଟକ ଙ୍କୁ ପସନ୍ଦ ଆସିଲା ଆମ ଦେଶୀ ନାଚ ଗୀତ #viralvideo #trending
Joga Odia vlogs
0:00 / 0:00
#ହରିୟାନା ପର୍ଯ୍ୟଟକ ଙ୍କୁ ପସନ୍ଦ ଆସିଲା ଆମ ଦେଶୀ ନାଚ ଗୀତ #viralvideo #trending
6 085 просмотров · 2 нед. назад
Joga Odia vlogs
925 подписчиков
6 085 просмотров · 2 нед. назад
ଜୟ ଜଗନ୍ନାଥ ସାଙ୍ଗମାନେ ..
ଆଜିର ଏହି ଭିଡିଓ ବହୁତ ଖାସ୍ ଅଟେ ହରିୟାନା ରୁ ଆସିଥିବା ପର୍ଯ୍ୟଟକ ମାନେ ଯେତେବେଳ ଆମ ଓଡ଼ିଶାର ପାରମ୍ପରିକ ଦେଶୀ ନାଚ ଗୀତ ଏବଂ ସୁନ୍ଦର ଆଦିବାସୀଙ୍କ ସଂସ୍କୃତି (tribal calture)ଦେଖିଲେ ସେମାନେ ନିଜକୁ ରଖିପାରିଲେ ନାହି ଆମ ସଂସ୍କୃତି ର ଜାଦୁ ତାଙ୍କର ମନକୁ ଛୁଇଁ ଗଲା ଆମ ଗ୍ରାମ ଟାଙ୍ଗିଲି ର ମୟୁର ନାଚ ଗଜପତି ଜିଲ୍ଲାର ପ୍ରସିଦ୍ଧ ଅଟେ .
ଆମ ଓଡ଼ିଶାର ଏହି ଗର୍ବ ସଂସ୍କୃତି କୁ ଆଗକୁ ବଢାଇବା ପାଇ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ .
ଜଦି ଆପଣ ଚାନେଲ ରେ ନୁଆ ସବସ୍କ୍ରାଇବର କରିବା ଭୁଲିବେନି .
#Odishatourism,
#Desinachgana,
#Tangilicaulture,
#haryanatourism ,
#Tribaldance,
thanks for a watching namaste 🙏