ପାରାଦୀପ ହେବ ପେଟ୍ରୋ କେମିକାଲ ହବ, ମୁମ୍ବାଇ ରେ ନିମନ୍ତ୍ରଣ ଦେଲେ ମୋହନ ! CM Majhi at India Chem 2026 mumbai.
Pratidin TV
0:00 / 0:00
ପାରାଦୀପ ହେବ ପେଟ୍ରୋ କେମିକାଲ ହବ, ମୁମ୍ବାଇ ରେ ନିମନ୍ତ୍ରଣ ଦେଲେ ମୋହନ ! CM Majhi at India Chem 2026 mumbai.
1 457 просмотров · 7 часов назад
Pratidin TV
1,77 млн подписчиков
1 457 просмотров · 7 часов назад
ପାରାଦୀପ ହେବ ପେଟ୍ରୋ କେମିକାଲ ହବ, ମୁମ୍ବାଇ ରେ ନିମନ୍ତ୍ରଣ ଦେଲେ ମୋହନ ! ମୁମ୍ବାଇଠାରେ ଆୟୋଜିତ 'ଇଣ୍ଡିଆ କେମ୍ ୨୦୨୬' (India Chem 2026) ର ଉଦ୍ଘାଟନୀ ଅଧିବେଶନରେ ଯୋଗ ଦେଇ ଓଡ଼ିଶାର ଶିଳ୍ପାୟନ କ୍ଷେତ୍ରରେ ଏକ ନୂତନ ଯୁଗର ଆହ୍ୱାନ ଦେଇଛନ୍ତି। ସେ ତାଙ୍କ ଅଭିଭାଷଣରେ ଓଡ଼ିଶାକୁ ଏକ ମିନେରାଲ୍-ଚାଳିତ (ଖଣିଜ ଭିତ୍ତିକ) ଅର୍ଥନୀତିରୁ ବଦଳାଇ କେମିକାଲ୍-ଚାଳିତ (ରାସାୟନିକ ଏବଂ ପେଟ୍ରୋକେମିକାଲ୍ସ) ଶିଳ୍ପ ହବ୍ରେ ପରିଣତ କରିବା ପାଇଁ ରାଜ୍ୟର ବଡ଼ ସଂକଳ୍ପ ପ୍ରକାଶ କରିଛନ୍ତି।CM majhi at India Chem 2026.
#MohanMajhi #IndiaChem2026 #InvestInOdisha #OdishaIndustrialGrowth #SamrudhOdisha
Vist our Website :https://www.pratidintv.com/
Like Our Facebook Page: / pratidinodisha
Folllow Us Instagram :-https://www.instagram.com/pratidintv/...
Follow On X :- https://x.com/pratidin_tv
Subscribe To Our YouTube Channel: / @pratidintvodisha
#PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha