Перейти к содержимому

ସୃଷ୍ଟିର କାହାଣୀ ଭାଗ ୪ | ଆଦମଙ୍କ ସୃଷ୍ଟି / UPASANA OSCAR | Odia Bible Story /ଆଦିପୁସ୍ତକ ୧:୧–୧୩

UPASANA OSCAR

0:00 / 0:00

ସୃଷ୍ଟିର କାହାଣୀ ଭାଗ ୪ | ଆଦମଙ୍କ ସୃଷ୍ଟି / UPASANA OSCAR | Odia Bible Story /ଆଦିପୁସ୍ତକ ୧:୧–୧୩

2 367 просмотров · 3 нед. назад
UPASANA OSCAR
242 подписчика
2 367 просмотров · 3 нед. назад
🙏 ସୃଷ୍ଟିର କାହାଣୀ — ଭାଗ ୪ | ଆଦମ ଓ ଏଦନ ଉଦ୍ୟାନ ଏହି ଭିଡିଓରେ ଆମେ ପବିତ୍ର ବାଇବଲ୍‌ର ଆଦିପୁସ୍ତକ ଅନୁସାରେ ପରମେଶ୍ୱରଙ୍କ ଦ୍ୱାରା ଆଦମଙ୍କ ସୃଷ୍ଟି, ଏଦନ ଉଦ୍ୟାନର ସୌନ୍ଦର୍ଯ୍ୟ, ଜୀବନବୃକ୍ଷ ଏବଂ ଭଲମନ୍ଦ ଜ୍ଞାନଦାୟକ ବୃକ୍ଷ ବିଷୟରେ ଜାଣିବା। 📖 ବାଇବଲ୍ ଅଧ୍ୟାୟ: ଆଦିପୁସ୍ତକ ୨:୪–୧୭ ଏହି ଆଧ୍ୟାତ୍ମିକ କାହାଣୀ ଆପଣଙ୍କୁ ପରମେଶ୍ୱରଙ୍କ ସୃଷ୍ଟି ଓ ତାଙ୍କ ଆଦେଶ ବିଷୟରେ ଅଧିକ ଜାଣିବାରେ ସାହାଯ୍ୟ କରିବ। ଭିଡିଓଟି ଭଲ ଲାଗିଲେ Like 👍 କରନ୍ତୁ, ନିଜ ପରିବାର ଓ ବନ୍ଧୁମାନଙ୍କ ସହ Share କରନ୍ତୁ ଏବଂ ଏପରି ଓଡ଼ିଆ ବାଇବଲ୍ କାହାଣୀ ପାଇଁ Channel Subscribe କରନ୍ତୁ। #OdiaBibleStory #AdamAndEve #CreationStory #OdiaChristian