ଅଗ୍ନିକାଣ୍ଡରେ ହାବିଲଦାରଙ୍କ ଘରର ଆସବାବପତ୍ର ଜଳି ପାଉଁଶ ! Fire breaks out at Baripada Police Reserve Colony
Pratidin TV
0:00 / 0:00
ଅଗ୍ନିକାଣ୍ଡରେ ହାବିଲଦାରଙ୍କ ଘରର ଆସବାବପତ୍ର ଜଳି ପାଉଁଶ ! Fire breaks out at Baripada Police Reserve Colony
399 просмотров · 2 дн. назад
Pratidin TV
1,77 млн подписчиков
399 просмотров · 2 дн. назад
ବାରିପଦା ଭଞ୍ଜପୁର ପୋଲିସ ରିଜର୍ଭ କଲୋନୀରେ ଅଗ୍ନିକାଣ୍ଡ ! ବାରିପଦା ଭଞ୍ଜପୁର ପୋଲିସ ରିଜର୍ଭ କଲୋନୀରେ ଅଗ୍ନିକାଣ୍ଡ: ହାବିଲଦାରଙ୍କ ଘରର ଆସବାବପତ୍ର ଜଳି ପାଉଁଶ, ଅଳ୍ପକେ ବର୍ତ୍ତିଲା ବଡ଼ ବିପତ୍ତି। ବାରିପଦା ସହର ସ୍ଥିତ ଭଞ୍ଜପୁର ପୋଲିସ ରିଜର୍ଭ କଲୋନୀରେ ଥିବା ଏକ ସରକାରୀ ଆବାସିକ କ୍ୱାର୍ଟର୍ସର ତୃତୀୟ ମହଲାରେ ଭୟାବହ ଅଗ୍ନିକାଣ୍ଡ। ଏହା ଦ୍ବାରା ଘରର ବହୁ ମୂଲ୍ୟବାନ ଆସବାବପତ୍ର ସମ୍ପୂର୍ଣ୍ଣ ଜଳି ପାଉଁଶ ହୋଇଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଉକ୍ତ ଘରଟି ହାବିଲଦାର ପୀତାମ୍ବର ମାରାଣ୍ଡିଙ୍କର ହୋଇଥିବା ବେଳେ ଘଟଣା ସମୟରେ ଘରେ କୌଣସି ପରିବାର ସଦସ୍ୟ ଉପସ୍ଥିତ ନ ଥିଲେ। Fire breaks out at Baripada Bhanjpur Police Reserve Colony
#Baripada
#Bhanjpur
#Mayurbhanj
#Odisha
#baripadanews
Vist our Website :https://www.pratidintv.com/
Like Our Facebook Page: / pratidinodisha
Folllow Us Instagram :-https://www.instagram.com/pratidintv/...
Follow On X :- https://x.com/pratidin_tv
Subscribe To Our YouTube Channel: / @pratidintvodisha
#PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha