୫ ଭାଇଭଉଣୀ, ସବୁ ଡାକ୍ତର ! | ଆଦିବାସୀ ଘରର ଅଦ୍ଭୁତ ସଫଳତା | Newsroom Face 2 Face | Episode 6
OTV
0:00 / 0:00
୫ ଭାଇଭଉଣୀ, ସବୁ ଡାକ୍ତର ! | ଆଦିବାସୀ ଘରର ଅଦ୍ଭୁତ ସଫଳତା | Newsroom Face 2 Face | Episode 6
61 075 просмотров · 9 дней назад
OTV
12,5 млн подписчиков
61 075 просмотров · 9 дней назад
ଆଦିବାସୀ ମୂଲକର ଗୋଟିଏ ଗରିବ ପରିବାରର ୫ ଭାଇ ଭଉଣୀ ଏବେ ସାଜିବେ ଡାକ୍ତର ! ଯେଉଁ ଘରେ ଓଳିଏ ଖାଇଲେ ଓଳିଏ ଉପାସରେ ରହିବାକୁ ପଡ଼ୁଥିଲା, ସେହି ଘରର ୫ ଭାଇଭଉଣୀ ଡାକ୍ତର ହେବେ ଶୁଣି, ଗୋଡ଼ ତଳେ ଲାଗୁନି । ଗାଁରେ ସମସ୍ତେ ବହୁତ ଖୁସି ! ବଡ଼ ଭାଇ ଓ ବଡ଼ ଉଭଣୀ ଡାକ୍ତରୀ ପାଇ ଏବେ ପାଠ ପଢ଼ୁଛନ୍ତି । ସେମାନଙ୍କ ପ୍ରୋତ୍ସାହନରେ ସାନ ଭାଇଭଉଣୀ ତିନିହେଁ ବି ଏଥର NEET ପରୀକ୍ଷାରେ ସଫଳତା ପାଇ ଡାକ୍ତରୀ ପଢ଼ିବେ । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ସିକବାଡ଼ି ଉପାନ୍ତ ଗାଁର ଏହି ୫ ଭାଇ ଭଉଣୀଙ୍କ ଭିତରୁ ଏଥର NEET ପାଇଥିବା ଦୁଇ ଭଉଣୀ ସୁନେମୀ ପ୍ରଧାନ ଓ ମୀନାକ୍ଷୀ ପ୍ରଧାନ ଓ ତାଙ୍କ ସାନ ଭାଇ ଏସରୀୟ ପ୍ରଧାନ ପହଞ୍ଚିଛନ୍ତି OTV Newsroomରେ ।
#NewsroomFace2Face #OTV #OdishaTV #MedicalStudent #NEET #Kandhamal #Odisha
For latest news updates follow us on WhatsApp: https://whatsapp.com/channel/0029VaYN...
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: / otvkhabar
OTV English Facebook : / otvnews
Telegram @otvtelegram @otvkhabar
Twitter: / otvnews
Instagram: / otvnews
#OdishaTV #OTV