ଲଳିତ ବେହେରା ଆମ ପ୍ରାର୍ଥୀଙ୍କୁ ପିଟିଛି ,ନାମାଙ୍କନ ପ୍ରତ୍ୟାହାର କରିବାକୁ !U.K.Mahavir College Student Attack
Pratidin TV
0:00 / 0:00
ଲଳିତ ବେହେରା ଆମ ପ୍ରାର୍ଥୀଙ୍କୁ ପିଟିଛି ,ନାମାଙ୍କନ ପ୍ରତ୍ୟାହାର କରିବାକୁ !U.K.Mahavir College Student Attack
2 912 просмотров · 6 ч назад
Pratidin TV
1,77 млн подписчиков
2 912 просмотров · 6 ч назад
ଲଳିତ ବେହେରା ଆମ ପ୍ରାର୍ଥୀଙ୍କୁ ପିଟିଛି ,ନାମାଙ୍କନ ପ୍ରତ୍ୟାହାର କରିବାକୁ ! ପୋଲିସ ଆଗରେ ବିଜୁ ଛାତ୍ର ଜନତା ଦଳର ପ୍ରାର୍ଥୀଙ୍କୁ , ଲଳିତ ବେହେରା ଗୁଣ୍ଡା ଲଗେଇ ପିଟିଲେ I ୟୁ କେ ମହାବୀର କଲେଜ ମଦନପୁର ରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ଉତ୍ତେଜନା । କଲେଜ ସମ୍ମୁଖରେ ଛାତ୍ରଛାତ୍ରୀ ଙ୍କ ରାସ୍ତାରୋକ । ବୁଜୁ ଛାତ୍ର ଜନତା ଦଳ ସମର୍ଥିତ ସଭାପତି ପ୍ରାର୍ଥୀ ଙ୍କୁ ଅନ୍ୟ ଏକ ଦଳର ସମର୍ଥକ ମାନେ ମାଡ଼ ମାରି ଉଠାଇନେଇଥିବା ଅଭିଯୋଗ କରି ଛାତ୍ରଛାତ୍ରୀ ମାନେ ରାସ୍ତା ରୋକ କରିଛନ୍ତି ଘଟଣା ସ୍ଥଳରେ ଉତ୍ତେଜନା । ପୋଲିସ ଗାଡି ଅଟକାଇ ଛାତ୍ରଛାତ୍ରୀ ଙ୍କ ବିକ୍ଷୋଭ ଦେଖିବାକୁ ମିଳିଛି ।ପ୍ରବଳ ଉତେଜନା କାରଣ ରୁ ତିନୋଟି ଥାନା ର ଥାନା ଅଧିକାରୀ ଘଟଣା ସ୍ଥଳରେ ପହଂଚି ଛାତ୍ରଛାତ୍ରୀ ମାନଙ୍କୁ ବୁଝାଇବା ପାଇଁ ଚେଷ୍ଟା କରୁଛନ୍ତି ! Kendrapara U.K.Mahavir College Student Attack
#UKMahavirCollegeProtest
#KendraparaCampusViolence
#BCJDOdisha
#OdishaStudentElectionTension
#CampusDemocracy
#KendraparaNews
#StudentUnionElection2026
Vist our Website :https://www.pratidintv.com/
Like Our Facebook Page: / pratidinodisha
Folllow Us Instagram :-https://www.instagram.com/pratidintv/...
Follow On X :- https://x.com/pratidin_tv
Subscribe To Our YouTube Channel: / @pratidintvodisha
#PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha