Перейти к содержимому

ACF Soumya Ranjan Death Case|୫ ବର୍ଷ ପରେ ଜେଲ୍ ଗଲେ ବିଦ୍ୟାଭାରତୀ | Odisha News || Knews Odisha

KNews Odisha

0:00 / 0:00

ACF Soumya Ranjan Death Case|୫ ବର୍ଷ ପରେ ଜେଲ୍ ଗଲେ ବିଦ୍ୟାଭାରତୀ | Odisha News || Knews Odisha

735 просмотров · 8 ч назад
KNews Odisha
1,81 млн подписчиков
735 просмотров · 8 ч назад
ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ନୂଆ ମୋଡ଼। ଆଗୁଆ ଜାମିନ ଆବେଦନ ଖାରଜ ପରେ ପାରଳାଖେମୁଣ୍ଡି SDJM କୋର୍ଟରେ ଆତ୍ମସମର୍ପଣ କରିଛନ୍ତି ବିଦ୍ୟାଭାରତୀ ପଣ୍ଡା। ପରେ ତାଙ୍କୁ ନ୍ୟାୟିକ ହାଜତକୁ ପଠାଯାଇଛି। ପୁଅର ମୃତ୍ୟୁ ପଛର ସତ ସାମ୍ନାକୁ ଆସିବ ବୋଲି ଆଶା ରଖିଛନ୍ତି ବାପା ଅଭିରାମ ମହାପାତ୍ର। ମାମଲାର ପରବର୍ତ୍ତୀ ଶୁଣାଣି ଓ ରାୟ ଉପରେ ଏବେ ନଜର। ACF Soumya Ranjan Death Case: Bidyabharati Panda surrenders before Parlakhemundi SDJM Court and is sent to judicial custody after the High Court rejects her anticipatory bail plea. Soumya's father hopes for justice. #SoumyaRanjanMahapatra #SoumyaRanjanCase #ACFSoumyaCase #BidyabharatiPanda #Parlakhemundi ଆମକୁ Subcribe କରିବା ପାଇଁ ଏବଂ ୱେବସାଇଟ ଓ ସୋସିଆଲ ମିଡିଆରେ ଫଲୋ କରିବା ପାଇଁ ନିମ୍ନଲିଖିତ ଲିଙ୍କ ଉପରେ କ୍ଲିକ କରନ୍ତୁ Website: http://www.knewsodisha.com Mobile App: https://t.ly/NsnzF Facebook:   / knewsodisha   YouTube:    / knewsodisha   Twitter:   / knewsodia   Instagram:   / knewsodisha   #knews #knewsodisha #odisha #odishanews #ajirakhabar #ajiranews