ମୃତ୍ତିକା ମେଳା ୨୦୨୬ ❤️ | ଭୁବନେଶ୍ୱରରେ ମାଟିର ଯାଦୁ | Odisha Terracotta Festival | HrusiElinaDiaries
HrusiElina Diaries
0:00 / 0:00
ମୃତ୍ତିକା ମେଳା ୨୦୨୬ ❤️ | ଭୁବନେଶ୍ୱରରେ ମାଟିର ଯାଦୁ | Odisha Terracotta Festival | HrusiElinaDiaries
181 просмотр · 2 дн. назад
HrusiElina Diaries
47 подписчиков
181 просмотр · 2 дн. назад
Hrusi: Elina, ଏଠାରେ ଏତେ ସୁନ୍ଦର ସୁନ୍ଦର ଜିନିଷ ଅଛି। ତୁମକୁ ସବୁଠାରୁ ଭଲ କ'ଣ ଲାଗିଲା?
Elina: ମୋତେ ତ ଏହି ସୁନ୍ଦର ସୁନ୍ଦର ମାଟିର ଫୁଲଦାନୀ ଆଉ ଛୋଟ ଛୋଟ ମୂର୍ତ୍ତି ବହୁତ ଭଲ ଲାଗିଲା। ଘରେ ରଖିଲେ ବହୁତ ସୁନ୍ଦର ଦେଖାଯିବ।
Hrusi: ହଁ, ମୋତେ ବି ଏହି ଆଦିବାସୀ କଳାକୃତିଗୁଡ଼ିକ ବହୁତ ଭଲ ଲାଗିଲା। ପ୍ରତ୍ୟେକ ଜିନିଷ ପଛରେ ଗୋଟିଏ କଳା ଆଉ ପରିଶ୍ରମ ଲୁଚି ରହିଛି।
Elina: ତେବେ ଆମେ କିଛି ନିଜ ପାଇଁ କିଣିବା କି?
Hrusi: ନିଶ୍ଚୟ! ଆଜି ଟିକେ shopping ତ ହେବା ଦରକାର!
#HrusiElinaDiaries #bhubaneswar #terracotta #festival