Перейти к содержимому

Tume mo jibana sathi.Kharabela Seth.Maheswar Nayak.Singer Maheswar official

Singer Maheswar official

0:00 / 0:00

Tume mo jibana sathi.Kharabela Seth.Maheswar Nayak.Singer Maheswar official

24 785 просмотров · 4 года назад
Singer Maheswar official
3,79 тыс. подписчиков
24 785 просмотров · 4 года назад
ତୁମେ ମୋ ଜୀବନ ସାଥ ଯେ ଦିନୁ ବରିଛି ତୁମକୁ ସାଥି ଗୋ ପାହିଗଲା ଦୁଃଖ ରାତି ତୁମେ ମୋ .......(୦) ମୋ ଦୁଃଖ ଯାତନା ବେଦନାରେ ଭରା ଲୁହ ହୋଇଗଲା ଶ୍ରାବଣର ଧାରା ଦୁଃଖ ହୋଇଗଲା ସୁଖର ଜୁଆର ଲୁହ ହୋଇଗଲା ମୋତି ତୁମେ ମୋ..........(୧) ମୋ କଣ୍ଟକ ପଥେ ପୁଷ୍ପମୟ ତୁମେ ଅନ୍ଧକାର ରାତ୍ରେ ଧ୍ରୁବତାରା ଯେହ୍ନେ ତୁମ ବିନା କାଁହୁ ବଞ୍ଚିକି ପାରିବି ସହିକି ପାରିବ ଛାତି ତୁମେ ମୋ........(୨) ତୁଟାଇ ମନରୁ ସକଳ କାମନା କାମନା ମୋ ହେଉ ତୁମରି ବାସନା ସପନରେ ତୁମେ ନୀତି ଆସୁଥାଅ ଇଛା ତୁମ ସଙ୍ଗ ପ୍ରୀତି ତୁମେ ମୋ ......(୩) #thakuranukulchandrabhajan #clasicalbhajan #odiabhajan #satsangbhajan #Thakuranukulchandrabhajan #singermaheswarofficial #singermaheswarnayak #maheswarNayakbhajan