ଭାସିଗଲା ସୁଖ ରହିଗଲା ଦୁଃଖ | Flood Aftermath In Asika: Mountains Of Mud, People Starving | Argus News
Argus News
0:00 / 0:00
ଭାସିଗଲା ସୁଖ ରହିଗଲା ଦୁଃଖ | Flood Aftermath In Asika: Mountains Of Mud, People Starving | Argus News
9 479 просмотров · 6 ч назад
Argus News
1,97 млн подписчиков
9 479 просмотров · 6 ч назад
ଭାସିଗଲା ସୁଖ ରହିଗଲା ଦୁଃଖ | Flood Aftermath In Asika: Mountains Of Mud, People Starving | Argus News
ବନ୍ୟା ପାଣି ଛାଡ଼ିବା ପରେ ଆସିକା ସହରରେ ସାମ୍ନାକୁ ଆସିଛି ଛାତିଥରା ବିଭୀଷିକାର ଚିତ୍ର। ଚାରିଆଡ଼େ କୁଢ଼ କୁଢ଼ ଅଳିଆ ଓ କାଦୁଅର ପାହାଡ଼ ଜମି ରହିଥିବା ବେଳେ ଦୀପାବଳି ବ୍ୟବସାୟ ପାଇଁ ଆସିଥିବା କୋଟି କୋଟି ଟଙ୍କାର ନୂଆ ପୋଷାକ, ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଓ ଔଷଧ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ବିଗତ ତିନି ଦିନ ହେବ ଲୋକେ ଉପାସରେ ଥିବା ବେଳେ ପାନୀୟ ଜଳର ଉତ୍ସ ଦୂଷିତ ହେବା ସବୁଠୁ ବଡ଼ ଚ୍ୟାଲେଞ୍ଜ ପାଲଟିଛି। ଯୁଦ୍ଧକାଳୀନ ଭିତ୍ତିରେ ବିଦ୍ୟୁତ୍ ଯୋଗାଣ ଓ ରାସ୍ତା ମରାମତି ଚାଲିଥିଲେ ହେଁ ସହରବାସୀଙ୍କ ଦୁଃଖ କହିଲେ ନସରେ।
#AsikaFloods #GanjamFloods #FloodDevastation #DiwaliLoss #BusinessCrisis #DrinkingWaterCrisis #GroundZero #DisasterRecovery #OdishaDisaster #RestorationWork #ArgusNews #OdishaNews #OdiaNews #BreakingNews
-----
'ଅର୍ଗସ ନ୍ୟୁଜ୍' ଓଡ଼ିଶାର ଅଗ୍ରଣୀ ନ୍ୟୁଜ୍ ଚ୍ୟାନେଲମାନଙ୍କ ମଧ୍ୟରୁ ଗୋଟିଏ । ଆମେ ସବୁବେଳେ ଲୋକଙ୍କ ପାଖରେ ତାଜା ଖବର ସହ ନିର୍ଭୁଲ ଏବଂ ସଠିକ୍ ଖବର ପହଞ୍ଚାଇବାକୁ ଚେଷ୍ଟା କରୁ । ରାଜନୀତି ସମ୍ପର୍କିତ ଖବର ସହ ବ୍ରେକିଂ ଖବର, ଖେଳ ଖବର, ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଖବର, ସ୍ୱାସ୍ଥ୍ୟ ଓ ବ୍ୟବସାୟ ସମ୍ପର୍କିତ ଖବର ଦେଖାଇବାରେ ଆମେ ସବୁବେଳେ ଅନ୍ୟମାନଙ୍କଠାରୁ ଭିନ୍ନ । ତେଣୁ ରାଜ୍ୟର ଯେ କୌଣସି ଖବର ପାଇଁ ଆମ ସହ ଯୋଡ଼ି ହେଇ ରୁହନ୍ତୁ, ଆଉ ଦେଖୁଥାନ୍ତୁ ଅର୍ଗସ ନ୍ୟୁଜ୍ ।
Argus News brings you the latest and most reliable news updates from Odisha, India, and around the world. As Odisha’s fastest-growing news channel, Argus News is available on satellite TV and across multiple digital platforms, delivering news with speed, accuracy, and responsibility.
Odisha News , Breaking News, Live news updates, Odia News Live, Live Odia News, Latest odisha news, odisha news today, odisha politics, odisha latest updates
****
Visit Our Official Website: https://www.argusnews.in/ (Odia)
Visit Our Official Website: https://argusenglish.in/ (English)
iOS App: http://bit.ly/ArgusNewsiOSApp
Android App: http://bit.ly/ArgusNewsAndroidApp
Live TV: https://argusnews.in/live-tv/
Facebook: / argusnews.in
Youtube : / theargusnewsodia
Twitter: / argusnews_in
Instagram: / argusnewsin
Argus News Is Available on:
TataPlay channel No - 1780
Airtel TV channel No - 609
Dish TV channel No - 1369
d2h channel No - 1757
SITI Networks HYD - 12
Hathway - 732
GTPL KCBPL - 713
SITI Networks Kolkata - 460
& other Leading Cable Networks
You Can WhatsApp Us Your News On- 8480612900
***
#ArgusNews #ArgusNewsLive #ArgusNewsOdisha #ArgusDigital #ArgusSpecial #ArgusNewsOdia #ArgusUpdate