Dharma Masa Katha - ଧର୍ମମାସ କଥା | Kartika Masa Katha | Ep - 02 | Suryanarayan Rath Sharma | S J Dham
Shree Jagannath Dham
0:00 / 0:00
Dharma Masa Katha - ଧର୍ମମାସ କଥା | Kartika Masa Katha | Ep - 02 | Suryanarayan Rath Sharma | S J Dham
3 560 просмотров · 4 часа назад
Shree Jagannath Dham
50 тыс. подписчиков
3 560 просмотров · 4 часа назад
ଧର୍ମମାସ କାହାକୁ କହନ୍ତି, କାହିଁକି କରିବେ କାର୍ତ୍ତିକ ବ୍ରତ, କିଏ ଆରମ୍ଭ କରିଥିଲେ ଏହି ବ୍ରତ ଏବଂ ଏହାକୁ କଲେ କିପରି ଫଳ ମିଳିବ? ଏମିତି ଅନେକ ଅଜଣା କଥାକୁ ନେଇ ଆସୁଛି ଶ୍ରୀ ଜଗନ୍ନାଥ ଧାମ ଚ୍ୟାନେଲର ସ୍ୱତନ୍ତ୍ର କାର୍ଯ୍ୟକ୍ରମ "ଧର୍ମମାସ କଥା"।
ପବିତ୍ର କାର୍ତ୍ତିକ ମାସର ମାହାତ୍ମ୍ୟ, ନିୟମ, ଏବଂ ପୂଜା ବିଧି ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଦେଖନ୍ତୁ ଆମର ଏହି ସ୍ୱତନ୍ତ୍ର ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ପଣ୍ଡିତ ସୂର୍ଯ୍ୟ ନାରାୟଣ ରଥଶର୍ମାଙ୍କ ସ୍ୱତନ୍ତ୍ର ଉପସ୍ଥାପନାରେ |
🕒 ଦେଖନ୍ତୁ ପ୍ରତ୍ୟେକ ଦିନ ସକାଳ ଓ ରାତି ୧୦ ଟା'ରେ, କେବଳ 'ଶ୍ରୀ ଜଗନ୍ନାଥ ଧାମ' ଟିଭି ଏବଂ Youtube ଚ୍ୟାନେଲ ରେ | 🙏
#DharmaMasaKatha #KartikaMasa #KartikaBrata #RaiDamodaraBrata #PanditSuryanarayanRathaSharma #JagannathCulture #JagannathSanskriti #JaiJagannath #OdiaTradition #OdiaSpiritual #JagannathTemple #PuriJagannath #Puri #ShreeJagannathDham
"ଶ୍ରୀଜଗନ୍ନାଥ ଧାମ" ଚାନେଲରେ ପ୍ରତ୍ୟେକ ଦିନ ମହାପ୍ରଭୁଙ୍କ ଦ୍ୱାରଫିଟା, ପ୍ରାତଃ ଆଳତି, ପତାକାଲାଗି, ସନ୍ଧ୍ୟା ଆଳତି ସହିତ ପ୍ରତ୍ୟେକ ଦିନର ନୀତିକାନ୍ତି ଓ ପର୍ବପର୍ବାଣୀର ସିଧାପ୍ରସାରଣ ସକାଳ ୫ଟା ଏବଂ ଅପରାହ୍ନ ୪ଟା ରେ ଦେଖି ପାରିବେ |
👉 Subscribe to our channel to never miss the daily live darshan and divine rituals from Shree Jagannath Dham..
► ପ୍ରତ୍ୟେକ ଦିନ ଜଗନ୍ନାଥ ଧାମରୁ ସିଧାପ୍ରସାରଣ ଦେଖିବା ପାଇଁ : - / @shreejagannathdham1
► Follow Our Page on Facebook :- / profile.php
► Follow us on Instagram :- / shreejagannathdham1
On the “Shree Jagannath Dham” channel, you can watch daily live streaming of Lord Jagannath’s sacred rituals, including Dwara Phita, Mangal Alati, Pataka Lagi, Sandhya Alati, and Everyday temple Niti-Kanti (temple rituals) along with special festivals and celebrations.
📌 Live streaming timings:
🕔 Morning – 5:00 AM
🕓 Evening – 4:00 PM
► To watch daily live streaming from Shree Jagannath Dham, subscribe here:
👉 / @shreejagannathdham1
► Follow us on Facebook:
👉 / profile.php
► Follow us on Instagram:
👉 / shreejagannathdham1
Experience the divine blessings of Mahaprabhu Shree Jagannath from anywhere in the world..🙏