ଦେଶୀ ଖାସି ମାଂସ ଝୋଳ 😋 | Mutton curry recipe #muttoncurry #muttonrecipes #muttongravy
Recipe Maker Priya
0:00 / 0:00
ଦେଶୀ ଖାସି ମାଂସ ଝୋଳ 😋 | Mutton curry recipe #muttoncurry #muttonrecipes #muttongravy
199 просмотров · 10 дн. назад
Recipe Maker Priya
68 подписчиков
199 просмотров · 10 дн. назад
ନମସ୍କାର ଦର୍ଶକବନ୍ଧୁ! 🙏
ଆଜି ଆମ ରୋଷେଇ ଘରେ ପ୍ରସ୍ତୁତ ହୋଇଛି ଖାଣ୍ଟି ଓଡ଼ିଆ ଘରୋଇ ଷ୍ଟାଇଲ୍ "ଦେଶୀ ଖାସି ମାଂସ ଝୋଳ"। ଗରମ ଗରମ ଭାତ ସାଙ୍ଗକୁ ଏହି ଲାଲ୍ ଟହଟହ ମାଂସ ଝୋଳ ଏବଂ ଆଳୁର ସ୍ୱାଦ ଏକଦମ୍ ନିଆରା।
ଭିଡିଓଟି ଭଲ ଲାଗିଲେ ନିଶ୍ଚୟ Like ଏବଂ Share କରନ୍ତୁ। ଆଗକୁ ଏମିତି ଆହୁରି ସ୍ୱାଦିଷ୍ଟ ଓ ପାରମ୍ପରିକ ଓଡ଼ିଆ ଖାଦ୍ୟର ଭିଡିଓ ଦେଖିବା ପାଇଁ ଆମ ଚ୍ୟାନେଲ୍କୁ Subscribe କରିବାକୁ ଭୁଲନ୍ତୁ ନାହିଁ! ❤️🔔
#desikhasimansajhola #khasimass #muttoncurry #muttonrecipe #odiastyle #odiafood #cookingvideo #viral #viralmuttoncurry