Перейти к содержимому

ଗୁପ୍ତଧନ ରଖିଥିବା ସନ୍ଦେହରେ କିଡନାପ ଅଭିଯୋଗ, ପାଟଣାଗଡ଼ ପୋଲିସର ତଦନ୍ତ ଜାରି

KNews Odisha

0:00 / 0:00

ଗୁପ୍ତଧନ ରଖିଥିବା ସନ୍ଦେହରେ କିଡନାପ ଅଭିଯୋଗ, ପାଟଣାଗଡ଼ ପୋଲିସର ତଦନ୍ତ ଜାରି

421 просмотр · 14 ч назад
KNews Odisha
1,8 млн подписчиков
421 просмотр · 14 ч назад
#Patnagarh #KidnapCase #Balangir ବଲାଙ୍ଗିର ପାଟଣାଗଡ଼ରେ ଗୁପ୍ତଧନ ସନ୍ଦେହରେ ଯୁବକଙ୍କୁ କିଡନାପ ଅଭିଯୋଗ। ପଣ୍ଡରୀପାଣି ଗାଁର ଜୟ ଧରୁଆଙ୍କୁ ୮ ଜଣ ଦୁର୍ବୃତ୍ତ କିଡନାପ କରିଥିବା ଅଭିଯୋଗ ହୋଇଛି। ଘଟଣାର ସିସିଟିଭି ଫୁଟେଜ୍ ମଧ୍ୟ ସାମ୍ନାକୁ ଆସିଛି। ପାଟଣାଗଡ଼ ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି। ଆମକୁ Subcribe କରିବା ପାଇଁ ଏବଂ ୱେବସାଇଟ ଓ ସୋସିଆଲ ମିଡିଆରେ ଫଲୋ କରିବା ପାଇଁ ନିମ୍ନଲିଖିତ ଲିଙ୍କ ଉପରେ କ୍ଲିକ କରନ୍ତୁ Website: http://www.knewsodisha.com Mobile App: https://t.ly/NsnzF Facebook:   / knewsodisha   YouTube:    / knewsodisha   Twitter:   / knewsodia   Instagram:   / knewsodisha   #knews #knewsodisha #odisha #odishanews #ajirakhabar #ajiranews