କେଉଁମାନେ ବିଜୟୀ ? Who are the overcomers? Ps.Ramesh Khosla
Jibanara Aloka
0:00 / 0:00
କେଉଁମାନେ ବିଜୟୀ ? Who are the overcomers? Ps.Ramesh Khosla
363 просмотра · 2 нед. назад
Jibanara Aloka
464 подписчика
363 просмотра · 2 нед. назад
କେଉଁମାନେ ବିଜୟୀ ? Who are the overcomers? Ps.Ramesh Khosla
ଏ ସଂସାରରେ ପ୍ରତ୍ୟେକ ମଣିଷ ଜିତିବାକୁ ଚାହେଁ, ହେଲେ ପ୍ରକୃତ ବିଜୟୀ କିଏ? ଯିଏ ଧନ ଜିତିଛି ସେ କି? ନା ଯିଏ ନିଜ ମନକୁ ଜିତିଛି ସେ?
ଏହି ଭିଡିଓରେ ଆପଣ ଜାଣିବେ:
👉 ବିଫଳ ଲୋକମାନେ କେଉଁ ଭୁଲ କରନ୍ତି?
👉 ବିଜୟୀ ଲୋକଙ୍କ ଚିନ୍ତାଧାରା କେମିତି ହୋଇଥାଏ?
👉 ଜୀବନର ପ୍ରତ୍ୟେକ ଯୁଦ୍ଧରେ ଜିତିବାର ଉପାୟ କଣ?
କେଉଁମାନେ ବିଜୟୀ ? ଏହି ପ୍ରଶ୍ନର ଉତ୍ତର ଆଜିର ଏହି ଭିଡିଓରେ ପାଇବେ। ବାଇବଲ ଅନୁସାରେ ବିଜୟୀ ହେବାର ଅର୍ଥ କଣ? ଯୀଶୁଙ୍କ ଦ୍ୱାରା କେମିତି ବିଜୟ ପାଇବେ? ଜାଣିବା ପାଇଁ ଭିଡିଓ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ।
ଯଦି ଆପଣ ଏପର୍ଯ୍ୟନ୍ତ ବିଜୟ ହୋଇ ନାହାଁନ୍ତି, ତେବେ Pastor Sir ଙ୍କୁ Comment କରନ୍ତୁ।
ଆଉ ଯଦି ଆପଣଙ୍କର କୌଣସି ବିଶେଷ ପ୍ରାର୍ଥନା ବିଷୟ ଅଛି, ତେବେ ତଳେ ଦିଆଯାଇଥିବା ନମ୍ବରରେ ଯୋଗାଯୋଗ କରନ୍ତୁ, ଆମ୍ଭେ ଆପଣଙ୍କ ପାଇଁ ନିଶ୍ଚୟ ପ୍ରାର୍ଥନା କରିବୁ।
📞 +91 63710 69080
📞 +91 9937529297
ଆପଣଙ୍କ ମତାମତ Comment ରେ ଜଣାଇବାକୁ ଭୁଲନ୍ତୁ ନାହିଁ।
ଏବଂ ଯଦି ଆପଣ ପ୍ରଥମ ଥର ପାଇଁ ଆମ ଚ୍ୟାନେଲ୍ "Jibanara Aloka" ଦେଖୁଛନ୍ତି, ତେବେ ନିଶ୍ଚୟ Like, Comment, Share ଓ Subscribe କରି ପାଖରେ ଥିବା 🔔 Bell Icon ଦବାଇ ଦିଅନ୍ତୁ।
ଏହି ଆଶୀର୍ବାଦର ବାର୍ତ୍ତାକୁ ଆପଣଙ୍କ ବନ୍ଧୁ ଏବଂ ପରିବାର ସହିତ Share କରନ୍ତୁ, ଯାହା ଦ୍ୱାରା ଆହୁରି ଅନେକ ଲୋକ ସତ୍ୟ ପରମେଶ୍ୱରଙ୍କୁ ଜାଣି ପାରିବେ ଏବଂ ଆଶୀର୍ବାଦ ପାଇ ପାରିବେ।
ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆପଣ ସମସ୍ତଙ୍କୁ ପ୍ରଚୁର ଭାବରେ ଆଶୀର୍ବାଦ କରନ୍ତୁ। Amen! 🙏🙏
keumane bijayi, odia bible message, odia christian motivation, bible verses odia, jibanara aloka, odia jesus message, victory in jesus odia, odia motivation, christian odia
#କେଉଁମାନେବିଜୟୀ #BibleVerseOdia #OdiaChristianMotivation #JibanaraAloka #OdiaBible
#OdiaGyan
#Ps.Ramesh Khosla
#Bible କାହାଣୀ
#ଜୀବନ ପରିଵର୍ତ୍ତନ