Перейти к содержимому

🕉️ Kartika Mahatmya Purana – Adhyaya 13 | Full Video | Namita Agrawal | କାର୍ତ୍ତିକ ମାହାତ୍ମ୍ୟ ପୁରାଣ

Namita Agrawal 2

0:00 / 0:00

🕉️ Kartika Mahatmya Purana – Adhyaya 13 | Full Video | Namita Agrawal | କାର୍ତ୍ତିକ ମାହାତ୍ମ୍ୟ ପୁରାଣ

7 382 просмотра · 1 г. назад
Namita Agrawal 2
660 тыс. подписчиков
7 382 просмотра · 1 г. назад
🌸 ନମିତା ଅଗ୍ରୱାଲ୍ ଙ୍କ ମିଠା ସ୍ୱରରେ “କାର୍ତ୍ତିକ ମାହାତ୍ମ୍ୟ ପୁରାଣ – ଅଧ୍ୟାୟ 13” 🌸 ଏହି ଅଧ୍ୟାୟରେ ଭଗବାନ ବିଷ୍ଣୁଙ୍କ ଭକ୍ତି, ଧର୍ମ ଓ ନିୟମର ମାହାତ୍ମ୍ୟ ବିବେଚିତ ହୋଇଛି। କାର୍ତ୍ତିକ ମାସର ପବିତ୍ରତା, ଦାନ ଓ ଭକ୍ତିର ଫଳ ନେଇ ଏହି ପାଠ ହୃଦୟକୁ ଭକ୍ତିରେ ଭରିଦେବ। 🎧 Singer: Namita Agrawal 📀 Label: Sidharth Music 📅 Adhyaya 13 – Full Audio-Visual Purana Presentation ✨ In this 13th Adhyaya of Kartika Mahatmya Purana, Namita Agrawal beautifully renders the divine verses and explanations of Lord Vishnu’s glory, compassion, and the spiritual essence of Kartika month. Listen and be immersed in devotion and purity. 💫 ଆଜିର ବିଷୟବସ୍ତୁ: ଭକ୍ତି ଓ ଦାନର ଦିବ୍ୟ ଶକ୍ତି 🌸 କାର୍ତ୍ତିକ ମାସରେ ଧର୍ମାଚରଣର ଫଳ 🕯️ ଭଗବାନ ବିଷ୍ଣୁଙ୍କ ମାହାତ୍ମ୍ୟ ଓ କୃପା 🙏 ଆଧ୍ୟାତ୍ମିକ ଜୀବନ ଓ ଶାନ୍ତିର ପଥ ✨ ଭକ୍ତି ଓ ନିୟମ ହେଉଛି ମୋକ୍ଷର ମାର୍ଗ। ଏହି ଅଧ୍ୟାୟ ଶୁଣି ଭଗବାନ ବିଷ୍ଣୁଙ୍କ ଆଶୀର୍ବାଦ ପାଇ ନିଜ ଜୀବନକୁ ପବିତ୍ର ଓ ଶାନ୍ତିମୟ କରନ୍ତୁ। #KartikaMahatmyaPurana #NamitaAgrawal #SidharthMusic #OdiaPurana #OdiaBhakti #KartikMonth #VishnuBhakti #OdiaDevotional #OdiaSpiritual #OdiaAudioPurana ବରଷକ ବାର ମାସ ମଧ୍ୟରେ କାର୍ତ୍ତିକ ମାସ ସବୁଠୁ ପବିତ୍ର ମାସ l ଏହି ମାସର ମାହାତ୍ମ୍ୟ ମହାନ l ଏହି ମାସର ପ୍ରତ୍ୟେକ ଦିନ ସନ୍ଧ୍ୟା ବେଳେ ତୁଳସୀ ଚଉରା ମୂଳେ ଆକାଶ ଦୀପ ଜାଳି ପିତୃ ପୁରୁଷଙ୍କୁ ସ୍ମରଣ କରାଯାଏ l ସେମାନଙ୍କ ପଥକୁ ଆଲୋକିତ କରାଯାଏ l କାର୍ତ୍ତିକ, ଧର୍ମ ଅର୍ଜନ କରିବାର ମାସ l କାର୍ତ୍ତିକ, ପୁଣ୍ୟ ଅର୍ଜନ କରିବାର ମାସ l କାର୍ତ୍ତିକ ମାସରେ ପ୍ରତ୍ୟେକ ଦିନ କାର୍ତ୍ତିକ ମାହାତ୍ମ୍ୟ ପଢିଲେ ଓ ଶୁଣିଲେ ସବୁ ପାପ କ୍ଷୟ ହୋଇଥାଏ l ମାସସାରା ହବିଷ୍ୟାଳି ମାନେ ସନ୍ଧ୍ୟାରେ ଏକତ୍ରିତ ହୋଇ କାର୍ତ୍ତିକ ମାହାତ୍ମ୍ୟର ଗୋଟିଏ ଗୋଟିଏ ଅଧ୍ୟାୟ ଶ୍ରବଣ କରି ନିଜକୁ ପ୍ରଭୁଙ୍କ ନିକଟରେ ସମର୍ପଣ କରିଥାନ୍ତି l Song : Kartika Mahatmya Adhyay 13 Singer : Namita Agrawal Album : Kartika Mahatmya Adhyay 13 Album No : SM- 4659 Lyrics : Mahadeba Das Music : Saroj Ratha Music Label : Sidharth Music Producer : Sitaram Agrawal & Namita Agrawal ---------------------------- ♪ Full Song Available on ♪ Spotify : https://tinyurl.com/y7pfp5d7 Wynk : https://tinyurl.com/mu8snjde Gaana : https://tinyurl.com/3a34447u JioSaavn : https://tinyurl.com/3yp46w5p Apple Music : https://tinyurl.com/mrykt68z Amazon Prime Music : https://tinyurl.com/4mzkydfh iTunes : https://tinyurl.com/mrykt68z YouTube Music : https://tinyurl.com/2p9wdky6 Enjoy & stay connected with us! Facebook :   / namitaagrawalofficial   --------------------------------- ସିଦ୍ଧାର୍ଥ TV" ଏବେ ସମସ୍ତ DTH ଏବଂ Cabel ରେ ଉପଲବ୍ଧ .. Sidharrth TV : Dish-1311,Tata Play-1757,Airtel-600 Sun Direct -657,D2H-1311 Sidharth Bhakti : Dish TV-1395, Airtel-616,Sun-491 Sidharth Gold : Dish TV -1333, Airtel-602,Sun-658 Jay Jagannath : Dish-1397,Videocon D2H-1397 SUBSCRIBE us for Mega Serial, Reality Shows every day: YouTube :    / sidharthtv   Instagram :   / sidharthtvofficial   Facebook :   / sidharthtvofficial   Twitter :   / sidharth_tv   Subscribe our other Television Channels : Sidharth Bhakti : https://bit.ly/3ybqxAJ Sidharth Gold : https://bit.ly/3a1P4Ac Jay Jagannath : https://bit.ly/3aa1lTa #namitaagrawal #SidharthTV #SidharthBhakti #SidharthMusic #SitaramAgrawal