Перейти к содержимому

ମନୋଜ ଭାରି ଜିଦିଆ ଲୋକ,ଏତେ ସୁନ୍ଦର ଫିଲ୍ମ ହେବ କେବେ ଭାବି ନଥିଲି!Usasi mishra on AWM film

Pratidin TV

0:00 / 0:00

ମନୋଜ ଭାରି ଜିଦିଆ ଲୋକ,ଏତେ ସୁନ୍ଦର ଫିଲ୍ମ ହେବ କେବେ ଭାବି ନଥିଲି!Usasi mishra on AWM film

3 495 просмотров · 13 ч назад
Pratidin TV
1,77 млн подписчиков
3 495 просмотров · 13 ч назад
ମନୋଜ ଭାରି ଜିଦିଆ ଲୋକ,ଏତେ ସୁନ୍ଦର ଫିଲ୍ମ ହେବ କେବେ ଭାବି ନଥିଲି!ପ୍ରେମର ଏକ ନିଆରା ପରିଭାଷା ନେଇ ଆଜିଠାରୁ ସିନେମା ହଲ୍‌ରେ ମୁକ୍ତିଲାଭ କରିଛି ଓଡ଼ିଆ ଚଳଚ୍ଚିତ୍ର 'AWM - ଆଗ୍ନେୟ Weds ମୀନଲ୍' ଶାରୀରିକ ଅକ୍ଷମତା କ'ଣ ପ୍ରକୃତ ପ୍ରେମ ଆଗରେ ପ୍ରତିବନ୍ଧକ ସାଜିପାରେ? ସମାଜର ଚିନ୍ତାଧାରାକୁ ବଦଳାଇବା ଭଳି ଏକ ହୃଦୟସ୍ପର୍ଶୀ ବାସ୍ତବ କାହାଣୀକୁ ନେଇ ଆସିଛନ୍ତି ଆପଣଙ୍କ ପ୍ରିୟ ଅଭିନେତା ମନୋଜ ମିଶ୍ର। ଏହି ଦଶହରା ଭେଟିକୁ ଆଦର କରିବା ସହ ଓଡ଼ିଆ ସିନେମାକୁ ସପୋର୍ଟ କରନ୍ତୁ ଏବଂ ପରିବାର ସହ ଆପଣଙ୍କ ନିକଟସ୍ଥ ପ୍ରେକ୍ଷାଳୟକୁ ଯାଇ ଫିଲ୍ମଟିକୁ ନିଶ୍ଚୟ ଦେଖନ୍ତୁ। Usasi mishra on AWM film #AWM #AgneyWedsMinal #ManojMishra #OdiaCinema #Ollywood #NewOdiaMovie #Dussehra2026 Vist our Website :https://www.pratidintv.com/ Like Our Facebook Page:   / pratidinodisha   Folllow Us Instagram :-https://www.instagram.com/pratidintv/... Follow On X :- https://x.com/pratidin_tv Subscribe To Our YouTube Channel:    / @pratidintvodisha   #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha