Baria Patthar Waterfall ରେ ଏମିତି ରାତି କ୍ୟାମ୍ପିଂ! 🏕️ || #18 campfire capers
Campfire Capers
0:00 / 0:00
Baria Patthar Waterfall ରେ ଏମିତି ରାତି କ୍ୟାମ୍ପିଂ! 🏕️ || #18 campfire capers
588 просмотров · 5 дней назад
Campfire Capers
267 подписчиков
588 просмотров · 5 дней назад
ବାରିଆ ପଥର ଝରଣାରେ ଆମର ଏହି ରାତି କ୍ୟାମ୍ପିଂ ଯାତ୍ରା 🏕️🌿
ପାହାଡ଼, ଜଙ୍ଗଲ, ଝରଣା ଆଉ ନଦୀ କୂଳରେ ଟେଣ୍ଟ ଲଗାଇ ଆମେ କାଟିଲୁ ଗୋଟିଏ ରାତି। ପ୍ରକୃତିର ସୁନ୍ଦର ପରିବେଶ, କ୍ୟାମ୍ପିଂର ମଜା ଆଉ ଆମର ପୁରା ରିଅଲ୍ ଏକ୍ସପିରିଏନ୍ସ ଏହି ଭିଡିଓରେ ଦେଖିପାରିବେ। ❤️
📍 ସ୍ଥାନ: ବାରିଆ ପଥର ଝରଣା, ଓଡ଼ିଶା
ଭିଡିଓଟି ଭଲ ଲାଗିଲେ Like 👍 କରନ୍ତୁ, Comment କରନ୍ତୁ ଏବଂ Campfire Capers କୁ Subscribe କରନ୍ତୁ। ❤️
📸 Instagram:
🏕️ Campfire Campers – @campfirecampers
👤 Nilesh Sethi – @NileshSethi
#BariaPatthar #Odisha #OdishaCamping #Waterfall #NightCamping #CampfireCampers #Camping #OdishaTravel