HISTORY UNIT -2 ଖ୍ରୀ.ପୂ. ଷଷ୍ଠ ଶତାବ୍ଦୀର ଧର୍ମସଂସ୍କାର ଆନ୍ଦୋଳନ କିପରି ଥିଲା ❓ +2 2ND YEAR (CHSE) ARTS, VOC
SS ODIA KNOWLEDGE CENTRE
0:00 / 0:00
HISTORY UNIT -2 ଖ୍ରୀ.ପୂ. ଷଷ୍ଠ ଶତାବ୍ଦୀର ଧର୍ମସଂସ୍କାର ଆନ୍ଦୋଳନ କିପରି ଥିଲା ❓ +2 2ND YEAR (CHSE) ARTS, VOC
44 просмотра · 2 нед. назад
SS ODIA KNOWLEDGE CENTRE
198 подписчиков
44 просмотра · 2 нед. назад
HISTORY UNIT -2 ଖ୍ରୀ.ପୂ. ଷଷ୍ଠ ଶତାବ୍ଦୀର ଧର୍ମସଂସ୍କାର ଆନ୍ଦୋଳନ କିପରି ଥିଲା ❓ +2 2ND YEAR (CHSE) ARTS, VOC
#history
#education
#political science
#english
#sahitya
#odia
ମୁଁଓଡ଼ିଆ ଅଧ୍ୟାପକ ସୁନୀଲ ହରିପାଲ, ପଞ୍ଚାୟତ ସ୍ନାତ୍ତକ ମହାବିଦ୍ୟାଳୟ ,କଣ୍ଟାମାଳ ଜିଲ୍ଲା - ବୌଦ୍ଧ
🌿 ଓଡ଼ିଆ ସାହିତ୍ୟର ସୁନ୍ଦର ଦୁନିଆକୁ ସ୍ୱାଗତ 🌿
ଏହି ଚ୍ୟାନେଲ୍ରେ ଆମେ ଓଡ଼ିଆ ସାହିତ୍ୟର ବିଭିନ୍ନ ଦିଗ—କବିତା, ଗଳ୍ପ, ଉପନ୍ୟାସ, ପ୍ରବନ୍ଧ, ନାଟକ, ସାହିତ୍ୟିକ ଓ ଓଡ଼ିଆ ସାହିତ୍ୟର ବିଭିନ୍ନବିଷୟ ଉପରେ ଆଲୋଚନା କରିବା।
📚 ପ୍ରସିଦ୍ଧ ଓଡ଼ିଆ ସାହିତ୍ୟିକଙ୍କ ରଚନା
✍️ କବିତା ଓ ଗଳ୍ପର ବିଶ୍ଳେଷଣ
🎭 ଓଡ଼ିଆ ସାହିତ୍ୟର ଇତିହାସ ଓ ପରମ୍ପରା
💡 ସାହିତ୍ୟ ସମ୍ପର୍କିତ ଆଲୋଚନା ଓ ଚର୍ଚ୍ଚା
ଓଡ଼ିଆ ଭାଷା ଓ ସାହିତ୍ୟକୁ ଭଲ ପାଉଥିବା ସମସ୍ତ ସାହିତ୍ୟପ୍ରେମୀ, ଛାତ୍ର ଛାତ୍ରୀ ଏବଂ ସାହିତ୍ୟରେ ନୂତନ ସନ୍ଧାନ କରୁଥିବା ସାହିତ୍ୟ ପିପାସୁ ଗଣଙ୍କ ପାଇଁ ଏକ ଗୁରୁତ୍ୱପର୍ଣ୍ଣ ସୂଚନା ❤️
ଓଡ଼ିଆ ସାହିତ୍ୟକୁ ଜାଣିବା, ବୁଝିବା ଓ ଭଲ ପାଇବା ପାଇଁ ଆମ ସହ ଯୋଡ଼ି ରୁହନ୍ତୁ।
🙏 ଚ୍ୟାନେଲ୍ଟି Subscribe କରନ୍ତୁ ଏବଂ ଓଡ଼ିଆ ସାହିତ୍ୟର ଏହି ଯାତ୍ରାରେ ଆମ ସହିତ ଯୋଡି ରୁହନ୍ତୁ