Перейти к содержимому

କେମିତି ଥିଲା ground zero ର ପ୍ରକୃତି ତାଣ୍ଡବ ରୂପ |kandhamal landslides #dailyvlog ।Mu kandhamal pila

MU KANDHAMAL PILA

0:00 / 0:00

କେମିତି ଥିଲା ground zero ର ପ୍ରକୃତି ତାଣ୍ଡବ ରୂପ |kandhamal landslides #dailyvlog ।Mu kandhamal pila

460 просмотров · 2 дн. назад
MU KANDHAMAL PILA
351 подписчик
460 просмотров · 2 дн. назад
🙏 ଜୟ ଜଗନ୍ନାଥ ବନ୍ଧୁଗଣ। ମୁଁ ସଚିକାନ୍ତ ନାୟକ। ଆଜିର ଏହି ଭିଡିଓରେ ଆପଣମାନଙ୍କୁ କନ୍ଧମାଳର ଏକ ଦୁଃଖଦ ଭୂସ୍ଖଳନ ଘଟଣା ଏବଂ ଆମ ଗାଁର ମାନବିକତା ଓ ଏକତାର କାହାଣୀ ଦେଖାଇବି। ଭୂସ୍ଖଳନରେ ଫସିଥିବା ୧୩ ଜଣଙ୍କ ମଧ୍ୟରୁ ୨ ଜଣଙ୍କୁ ଉଦ୍ଧାର କରାଯାଇଥିଲା। ବାକି ୧୧ ଜଣଙ୍କୁ ଖୋଜିବା ପାଇଁ ଆମ ଗାଁର ଲୋକମାନେ ମଧ୍ୟ ସାହାଯ୍ୟ କରିବା ଉଦ୍ଦେଶ୍ୟରେ ଗ୍ରାଉଣ୍ଡ ଜିରୋକୁ ଯାଇଥିଲେ। ଶିପାଏଜୁରୁ ପ୍ରାୟ ୩.୪ କିଲୋମିଟର ଦୂର ଗିଡିପାବାଲି ଗ୍ରାମକୁ ନଦୀ, ଜଙ୍ଗଲ ଓ ପାହାଡ଼ିଆ ରାସ୍ତା ଦେଇ ଆମର ଏହି ଯାତ୍ରା ଥିଲା ଏକ ଅବିସ୍ମରଣୀୟ ଅନୁଭୂତି। ଆମେ ସାହାଯ୍ୟ କରିବାକୁ ଯାଇଥିଲୁ, କିନ୍ତୁ ପରିସ୍ଥିତି ଆମ ଆଶାଠାରୁ ଅଧିକ କଠିନ ଥିଲା। ❤️ ଏହି ଘଟଣା ଆମକୁ ଶିଖାଇଦେଲା ଯେ ବିପଦ ସମୟରେ ଗାଁର ଏକତା ଓ ମାନବିକତା ହିଁ ସବୁଠାରୁ ବଡ଼ ଶକ୍ତି। ଭିଡିଓଟି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। 🙏 ଆପଣଙ୍କୁ ଆମ ଗାଁର ଏକତା ଓ ପ୍ରୟାସ କିପରି ଲାଗିଲା? କମେଣ୍ଟରେ ଜଣାନ୍ତୁ। 👍 Like | 🔁 Share | 🔔 Subscribe ଆମ ଚ୍ୟାନେଲ୍: Mu Kandhamal Pila