Перейти к содержимому

ବ୍ଲାଉଜ୍ ରେ ପାଇପିଂ କେମିତି ଲଗେଇବା | Blouse Piping Stitching | Easy Piping Method | BGR TAILOR

BGR TAILOR

0:00 / 0:00

ବ୍ଲାଉଜ୍ ରେ ପାଇପିଂ କେମିତି ଲଗେଇବା | Blouse Piping Stitching | Easy Piping Method | BGR TAILOR

425 просмотров · 8 дн. назад
BGR TAILOR
460 подписчиков
425 просмотров · 8 дн. назад
ବ୍ଲାଉଜ୍ ରେ ପାଇପିଂ କେମିତି ଲଗେଇବା | Blouse Piping Stitching | Easy Piping Method | BGR TAILOR ନମସ୍କାର ବନ୍ଧୁମାନେ 🙏 ସ୍ୱାଗତ କରୁଛି ଆପଣମାନଙ୍କୁ ଆମ YouTube Channel BGR TAILOR ରେ। ଆଜିର ଏହି ଭିଡିଓରେ ଆମେ ଶିଖିବା ବ୍ଲାଉଜ୍‌ରେ ପାଇପିଂ (Blouse Piping) କେମିତି ସହଜ ଓ ସୁନ୍ଦର ଭାବରେ ଲଗାଯାଏ। ଯେଉଁମାନେ ନୂଆ ନୂଆ ସିଲେଇ ଶିଖୁଛନ୍ତି କିମ୍ବା ଟେଲରିଂ କାମ କରୁଛନ୍ତି, ସେମାନଙ୍କ ପାଇଁ ଏହି ଭିଡିଓଟି ବହୁତ ଉପଯୋଗୀ ହେବ। ଏହି ଭିଡିଓରେ ଆପଣ ଷ୍ଟେପ୍ ବାଇ ଷ୍ଟେପ୍ ଶିଖିପାରିବେ କିପରି ବ୍ଲାଉଜ୍‌ରେ ପାଇପିଂ ଲଗାଇବେ, କିପରି ସଠିକ୍ ଭାବରେ ସିଲେଇ କରିବେ ଏବଂ କିପରି ପରଫେକ୍ଟ ଫିନିସିଂ ଦେବେ। ଯଦି ଆପଣ ଘରେ ବସି ସିଲେଇ ଶିଖିବାକୁ ଚାହୁଁଛନ୍ତି, ତେବେ ଆମର ଏହି ଟ୍ୟୁଟୋରିଆଲ୍ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ✂️ In This Video: How to Attach Piping to Blouse Blouse Piping Stitching Tutorial Easy Piping Stitching Method Perfect Blouse Finishing Blouse Neck Piping Technique Tailoring Tips and Tricks Sewing Tutorial for Beginners ❤️ ଆମର ଭିଡିଓ ଭଲ ଲାଗିଲେ LIKE, SHARE ଏବଂ COMMENT କରିବାକୁ ଭୁଲିବେ ନାହିଁ। #BGRTailor #BlousePiping #BlouseStitching #BlouseDesign #BlouseCutting #TailoringTips #SewingTutorial #PipingStitching #OdiaTailoring #BlouseNeckDesign #SewingTips #TailoringClass relete keward blouse piping, blouse piping stitching, blouse piping kaise lagaye, blouse paiping, blouse piping design, blouse stitching, blouse neck piping, piping stitching tutorial, blouse cutting and stitching, easy blouse stitching, blouse finishing, tailoring tips and tricks, sewing tips, sewing tutorial, blouse design, odia tailoring, odia blouse stitching, tailoring class, beginner sewing tutorial, BGR TAILOR, BGR Tailor blouse piping, perfect piping stitching, blouse making