Перейти к содержимому

ଶିଶୁ ବାଟିକା ଶିକ୍ଷକ ନିଯୁକ୍ତି 2026 | 254 Posts|DECE କରିଥିଲେ ଆବେଦନ କରିପାରିବେ କି? | Eligibility,Syllabus

Odia Tech Of Education

0:00 / 0:00

ଶିଶୁ ବାଟିକା ଶିକ୍ଷକ ନିଯୁକ୍ତି 2026 | 254 Posts|DECE କରିଥିଲେ ଆବେଦନ କରିପାରିବେ କି? | Eligibility,Syllabus

11 942 просмотра · 4 дн. назад
Odia Tech Of Education
8,36 тыс. подписчиков
11 942 просмотра · 4 дн. назад
📢 ଶିଶୁ ବାଟିକା ଶିକ୍ଷକ ନିଯୁକ୍ତି 2026 – 254 Posts ଶିକ୍ଷକ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ବଡ଼ ଖବର। ଏହି ଭିଡିଓରେ Shishu Batika Teacher Recruitment 2026 ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଓ ଯୋଗ୍ୟତା ବିଷୟରେ ଆଲୋଚନା କରାଯାଇଛି। 📌 ଏହି ଭିଡିଓରେ ଜାଣିବେ: 1️⃣ ମୋଟ କେତେ ପଦବୀ ଖାଲି ଅଛି? 2️⃣ କେଉଁ ଶିକ୍ଷାଗତ ଯୋଗ୍ୟତା ଦରକାର? 3️⃣ DECE Course କରିଥିଲେ ଆବେଦନ କରିପାରିବେ କି? 4️⃣ +2 ରେ 50% ନଥିଲେ କ'ଣ ହେବ? 5️⃣ Age Limit କେତେ? 6️⃣ Salary କେତେ ମିଳିବ? 7️⃣ Selection Process କ'ଣ? 8️⃣ Exam Pattern କ'ଣ ରହିବ? 9️⃣ Complete Syllabus କ'ଣ? 🔟 Apply Date ଓ Application Process। 📚 Official Notification ଅନୁସାରେ ଆବେଦନ ପୂର୍ବରୁ ନିଜର ଯୋଗ୍ୟତା ଯାଞ୍ଚ କରନ୍ତୁ। #ShishuBatikaTeacher2026 #AEESRecruitment2026 #254Vacancy #DECECourse #OdishaJobNews #TeacherRecruitment2026 #OdishaGovtJob #BalaBatikaTeacher #OdiaTechOfEducation 🌐 Official Website: https://www.aees.gov.in/ ଭିଡିଓଟି ଭଲ ଲାଗିଲେ Like, Share ଓ Subscribe କରନ୍ତୁ। ଧନ୍ୟବାଦ ❤️ Odia Tech Of Education