Перейти к содержимому

କାନ୍ହାଙ୍କ ବାଳ ଲୀଳା | ଜନ୍ମାଷ୍ଟମୀ ସ୍ପେଶାଲ୍ | ଶ୍ରୀକୃଷ୍ଣ ଲୀଳା

Tilak - Odia

0:00 / 0:00

କାନ୍ହାଙ୍କ ବାଳ ଲୀଳା | ଜନ୍ମାଷ୍ଟମୀ ସ୍ପେଶାଲ୍ | ଶ୍ରୀକୃଷ୍ଣ ଲୀଳା

4 522 просмотра · 1 дн. назад
Tilak - Odia
285 тыс. подписчиков
4 522 просмотра · 1 дн. назад
ଶ୍ରୀକୃଷ୍ଣ, ରାମାନନ୍ଦ ସାଗରଙ୍କ ନିର୍ଦ୍ଦେଶନାୟ ଏକ ଭାରତୀୟ ଟେଲିଭିଜନ ଧାରାବାହିକ ଅଟେ । ଆରମ୍ଭରୁ ଏହି ଶୃଙ୍ଖଳା ଦୂରଦର୍ଶନରେ ସାପ୍ତାହିକ ଭାବରେ ପ୍ରସାରଣ ହୁଏଥିଲା । ଏହି ଧାରାବାହିକ ଶ୍ରୀକୃଷ୍ଣଙ୍କ ଜୀବନ ସମ୍ବନ୍ଧୀୟ କାହାଣୀଗୁଡିକ ଉପରେ ଆଧାରିତ। ଏହା ଗର୍ଗ ସଂହିତା, ପଦ୍ମ ପୁରାଣ, ବ୍ରହ୍ମୱୈବର୍ତ୍ତ ପୁରାଣ, ଅଗ୍ନି ପୁରାଣ, ହରିବଂଶ ପୁରାଣ, ମହାଭାରତ, ଭାଗବତ ପୁରାଣ ଓ ଭଗବଦ୍‌ଗୀତା ଇତ୍ୟାଦି ଉପରେ ନିର୍ମିତ ଅଟେ । ଏହି ସିରିଏଲର ପଟକଥା, ସ୍କ୍ରିପ୍ଟ ଓ କାବ୍ୟ ରଚନାରେ ବଡୋଦାର ମହାରାଜା ସୟାଜୀରାଓ ବିଶ୍ୱବିଦ୍ୟାଳୟର ହିନ୍ଦୀ ବିଭାଗର ଅଧ୍ୟକ୍ଷ ଡା. ବିଷ୍ଣୁ ବିରାଟ ଜୀ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ। #tilakodia #shreekrishna #shreekrishnakatha #krishna #krishnakatha