Перейти к содержимому

ICU ଭିତରେ ଘଣ୍ଟି ବଜାଇ ଆସିଲେ ମହାପ୍ରଭୁ? ଗରାବଡୁ ସେବକଙ୍କ ଲୋମଟାଙ୍କୁରା ଅନୁଭୂତି | PODCAST | Jay Jagannath TV

JAY JAGANNATH TV

0:00 / 0:00

ICU ଭିତରେ ଘଣ୍ଟି ବଜାଇ ଆସିଲେ ମହାପ୍ରଭୁ? ଗରାବଡୁ ସେବକଙ୍କ ଲୋମଟାଙ୍କୁରା ଅନୁଭୂତି | PODCAST | Jay Jagannath TV

10 770 просмотров · 9 дн. назад
JAY JAGANNATH TV
793 тыс. подписчиков
10 770 просмотров · 9 дн. назад
ଜୟ ଜଗନ୍ନାଥ! ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଭିନ୍ନ ନୀତିକାନ୍ତି ଏବଂ ଗୁରୁତ୍ୱପୂର୍ଣ୍ଣ ସେବା ମଧ୍ୟରୁ 'ଗରାବଡୁ ସେବା' ଏବଂ 'ହଡ଼ପ ସେବା' ଅନ୍ୟତମ। ଏହି ଭିଡିଓରେ ଶ୍ରୀମନ୍ଦିରର ବରିଷ୍ଠ ଗରାବଡୁ ସେବକ ଶ୍ରୀ ରାମନାଥ ଗୁରୁଙ୍କ ମୁଖରୁ ଜାଣନ୍ତୁ: ଗରାବଡୁ ଏବଂ ହଡ଼ପ ସେବାର ଅର୍ଥ ଓ ମହତ୍ତ୍ୱ ମଙ୍ଗଳ ଆଳତିଠାରୁ ଆରମ୍ଭ କରି ବଡ଼ସିଂହାର ଓ ପହୁଡ଼ ପର୍ଯ୍ୟନ୍ତ ନୀତିରେ ସେବକଙ୍କ ଭୂମିକା ଶ୍ରୀମନ୍ଦିରରେ ଛପନ ଭୋଗ ଏବଂ ଚନ୍ଦନ ଯାତ୍ରା ସମୟର ବିଶେଷ ପରମ୍ପରା ଭିଡିଓଟିକୁ ସମ୍ପୂର୍ଣ୍ଣ ଦେଖନ୍ତୁ, ଭଲ ଲାଗିଲେ Like, Share ଏବଂ Subscribe କରନ୍ତୁ। ======================== 00:00 - ପ୍ରାରମ୍ଭିକ କଥା ଓ ମଙ୍ଗଳାଚରଣ 01:45 - ଗରାବଡୁ ସେବା କ'ଣ ଏବଂ ଏହାର ଗୁରୁତ୍ୱ 03:26 - ମଙ୍ଗଳ ଆଳତି ଓ ଅବକାଶ ନୀତିରେ ସେବକଙ୍କ ଭୂମିକା 06:20 - ଶ୍ରୀମନ୍ଦିରରେ ଭୋଗ ଓ ଜଳ ସେବା 08:20 - ସନ୍ଧ୍ୟା ଧୂପ, ଚନ୍ଦନ ଲାଗି ଓ ବଡ଼ସିଂହାର ବେଶ 13:10 - ନିଦ୍ରା ଦେବୀ ବିଜେ ଓ ପହୁଡ଼ ନୀତି 14:56 - ହଡ଼ପ ସେବା ଏବଂ ହଡ଼ପ ନାୟକଙ୍କ ଦାୟିତ୍ୱ 19:30 - ଚନ୍ଦନ ଯାତ୍ରା ଓ ୧୬ ଉପଚାର ପୂଜା ପଦ୍ଧତି 21:30 - ସେବକଙ୍କ ନିୟମ, ନିଷ୍ଠା ଓ ସମର୍ପିତ ଭାବ 27:15 - ମହାପ୍ରଭୁଙ୍କ ଛପନ ଭୋଗ ଓ ମହାପ୍ରସାଦ ମାହାତ୍ମ୍ୟ 31:00 - ପତିତପାବନ ଓ ରଥଯାତ୍ରାର ମହତ୍ତ୍ୱ 34:50 - ଉଦ୍‌ଯାପନୀ କଥା ଓ ଶେଷ ପ୍ରଣାମ =========================== "ଜୟ ଜଗନ୍ନାଥ ଟିଭି" ହେଉଛି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ସମର୍ପିତ ଆଧ୍ୟାତ୍ମିକ ୨୪ ଘଣ୍ଟିଆ ସାଟେଲାଇଟ୍ ଚାନେଲ୍, ଯେଉଁଠାରେ ଘରେ ବସି ପ୍ରତିଦିନ ସିଧା ପ୍ରସାରଣରେ ଦେଖିପାରିବେ ପୁରୀ ଶ୍ରୀମନ୍ଦିରର ସମସ୍ତ ଲୀଳା ଓ ଦିବ୍ୟ ନୀତିମାନ : 🔹ଦ୍ୱାରଫିଟା ନୀତି 🔹 ପତିତପାବନ ମଙ୍ଗଳ ଆଳତୀ 🔹 ପତାକା ଲାଗି ଦର୍ଶନ 🔹 ସନ୍ଧ୍ୟା ଆଳତୀ 🔹 ଶ୍ରୀମନ୍ଦିର ପହୁଡ଼ ନୀତି 🔹 ବର୍ଷ ତମାମ ହେଉଥିବା ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ଯାତ୍ରା ଓ ଉତ୍ସବ ଏହି ଚ୍ୟାନେଲରେ କୌଣସି ବିଜ୍ଞାପନ ନାହିଁ, ତେଣୁ ଶୁଦ୍ଧ ଆଧ୍ୟାତ୍ମିକତାର ସହିତ ଦର୍ଶନ କରନ୍ତୁ ଓ ଶ୍ରୀଜୀଉଙ୍କ ଦିବ୍ୟତାକୁ ଅନୁଭବ କରନ୍ତୁ । ଘରେ ବସି ପାଆନ୍ତୁ — ପୁରୀ ଶ୍ରୀମନ୍ଦିରର ପବିତ୍ର ପରିବେଶ 🙏 📺 "ଜୟ ଜଗନ୍ନାଥ ଟିଭି" ସିଦ୍ଧାର୍ଥ ଟେଲିଭିଜନ୍ ନେଟୱର୍କର ଚତୁର୍ଥ ଚାନେଲ | ଓଡ଼ିଆ ଲୋକଙ୍କ ପାଇଁ ଗର୍ବର ବିଷୟ! 📡 Watch “JAY JAGANNATH TV” on DTH: ================================== Tataplay – Channel 1799 Dish TV – Channel 1397 Airtel Digital – Channel 615 Videocon D2H – Channel 1397 Sun Direct – Channel 490 ===================================== Also available on all cable networks across Odisha. 📞 Contact : 6372804618 if could not watch our channel 🌐 Follow us on social media for daily LIVE updates and darshan : ========================================= Facebook:   / jayjagannathtv   Instagram:   / jayjagannathtv   YouTube:    / @jayjagannathtvofficial   Twitter: https://x.com/JayjagannathtvX ========================================= #jayjagannathtv #namitaagrawal #sidharthtv #SitaramAgrawal #JagannathLive #LiveFromPuri #shreemandir #srimandir #shreemandira #JagannathRathJatra #JagannathRathYatra #PuriRathYatra #jayjagannathswami #dwarafitaniti #mangalaalati #dhupaalati #patakalagidarshan #sandhyaalati #bhaktankaanubhuti #jagannathlivedarshan #পুরিজগন্নাথ #जगन्नाथ #पुरीजगन्नाथ #जगन्नाथधाम #జగన్నాథ్ #జగన్నాథపురి #ରଥଯାତ୍ରା #ଶ୍ରୀକ୍ଷେତ୍ରପୁରୀ #ପ୍ରଭୁଜଗନ୍ନାଥ #ଶ୍ରୀଜଗନ୍ନାଥ #যায়জগন্নাথ #জগন্নাথপুরি #जगन्नाथपुरी #जगन्नाथधाम