Перейти к содержимому

ବାଇଗଣ ଚାଷରୁ ₹31 ଲକ୍ଷ ବିକ୍ରି! Grafted Brinjal, Tomato, ପୋଟଲ ଚାଷ | ଚାଷୀଙ୍କ ପାଇଁ ସମ୍ପୂର୍ଣ୍ଣ Information

RK Agro

0:00 / 0:00

ବାଇଗଣ ଚାଷରୁ ₹31 ଲକ୍ଷ ବିକ୍ରି! Grafted Brinjal, Tomato, ପୋଟଲ ଚାଷ | ଚାଷୀଙ୍କ ପାଇଁ ସମ୍ପୂର୍ଣ୍ଣ Information

1 595 просмотров · 1 день назад
RK Agro
4,18 тыс. подписчиков
1 595 просмотров · 1 день назад
ବାଇଗଣ ଚାଷରୁ ₹31 ଲକ୍ଷର ବିକ୍ରି! | Grafted Brinjal, Grafted Tomato & ପୋଟଲ ଚାଷ ବରଗଡ଼ ଜିଲ୍ଲା, ଗାଇସିଲେଟ ବ୍ଲକର Semelmunda ଗ୍ରାମର ବଡ଼ ଚାଷୀ ଯୋଗେଶ୍ୱର ପଧାନଙ୍କ କ୍ଷେତକୁ ଯାଇ ତାଙ୍କ ସହିତ କରିଛୁ ଏକ ବିସ୍ତୃତ Field Discussion। 🚜🌱 ଗତବର୍ଷ ତାଙ୍କ ବାଇଗଣ ଚାଷରୁ ପ୍ରାୟ ₹31 ଲକ୍ଷର ବାଇଗଣ ବିକ୍ରି ହୋଇଥିଲା। ଏହି ଭିଡିଓରେ ତାଙ୍କର ବାସ୍ତବ ଚାଷ ଅନୁଭବ, Crop Management ଓ Marketing ବିଷୟରେ ଜାଣିବାକୁ ମିଳିବ। 📌 ଏହି ଭିଡିଓରେ ରହିଛି: 🌱 Grafted Brinjal Farming 🍅 Grafted Tomato Farming 🌿 ପୋଟଲ ଚାଷ 🌱 ଚାରା ରୋପଣ ଓ Crop Management 💧 ଜଳସେଚନ ଓ ଗଛର ଯତ୍ନ 🐛 ପୋକ ଓ ରୋଗ ନିୟନ୍ତ୍ରଣ 📈 ଉତ୍ପାଦନ ଓ ବିକ୍ରିର ଅନୁଭବ 💰 ବଜାର ଓ Marketing Experience 🚜 ବଡ଼ ଆକାରରେ ଚାଷ କରିବାର Ground-Level Experience ଯେଉଁ ଚାଷୀମାନେ ବାଇଗଣ, ଗ୍ରାଫ୍ଟେଡ୍ ଟମାଟୋ କିମ୍ବା ପୋଟଲ ଚାଷ କରୁଛନ୍ତି, ସେମାନଙ୍କ ପାଇଁ ଏହି ଭିଡିଓରେ ଅନେକ Practical Information ରହିଛି। ଭିଡିଓଟି ଭଲ ଲାଗିଲେ Like, Comment & Share କରନ୍ତୁ ଏବଂ ଏଭଳି Farming Stories ପାଇଁ RK Agro YouTube Channelକୁ Subscribe କରନ୍ତୁ। ❤️ #BrinjalFarming #GraftedTomato #OdishaFarmer #Bargarh #RKAgro