Cyclone Ravages Kakinada in Andhra Pradesh, Uproots Trees and Disrupts Power Supply| Odisha Reporter
Odisha Reporter
0:00 / 0:00
Cyclone Ravages Kakinada in Andhra Pradesh, Uproots Trees and Disrupts Power Supply| Odisha Reporter
1 367 просмотров · 2 ч назад
Odisha Reporter
2,99 млн подписчиков
1 367 просмотров · 2 ч назад
ଆନ୍ଧ୍ରପ୍ରଦେଶ ଉପକୂଳରେ ଭୟଙ୍କର ରୂପ ନେଇ ସ୍ଥଳଭାଗକୁ ପ୍ରବେଶ କରିଛି ବାତ୍ୟା। ଏହା ପ୍ରଭାବରେ କାକାନାଡ଼ାରେ ସବୁ ଛାରଖାର ହୋଇଯାଇଛି। ବଡ଼ ବଡ଼ ଗଛ ପଡ଼ି ରାସ୍ତା ଅବରୋଧ ହୋଇଥିବା ବେଳେ ବିଦ୍ୟୁତ୍ ସରବରାହ ବି ବନ୍ଦ ରହିଛି । ବାତ୍ୟାର ପ୍ରଭାବରେ ଅମଲାପୁରମ୍ ଏବଂ ଏହାର ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା ସହ ଜୋରଦାର ପବନ ଜାରି ରହିଛି।
#CycloneArnab #AndhraPradesh #Kakinada #Amalapuram #CycloneLandfall #CycloneImpact #HeavyRainfall #StrongWinds #PowerOutage #RoadBlockage #AndhraPradeshWeather #CycloneUpdate #OdishaReporter
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: / odishareporter
Twitter: / odishareporter
Telegram: https://telegram.me/Odisha_Reporter_o...
Instagram: / odishareporter_official
#OdishaReporter