Перейти к содержимому

Cyclone Arnab Leaves Trail of Destruction in Odisha | Odisha Reporter

Odisha Reporter

0:00 / 0:00

Cyclone Arnab Leaves Trail of Destruction in Odisha | Odisha Reporter

18 758 просмотров · 20 ч назад
Odisha Reporter
2,99 млн подписчиков
18 758 просмотров · 20 ч назад
#ଭୂସ୍ଖଳନ_ପରର_ଆତଙ୍କଭରା_ରାତି…. ଭୟଙ୍କର ଭୂସ୍ଖଳନରୁ ବର୍ତ୍ତିଲେ.. ରାତିସାରା ଦୀର୍ଘ ବାଟ ଜଙ୍ଗଲରେ ବୁଲୁଥିଲେ। ଜଙ୍ଗଲରେ ଆତଙ୍କଭରା ରାତି କାଟିବା ପରେ ରିଲିଫ୍ କ୍ୟାମ୍ପରେ ଆଶ୍ରୟ ନେଲେ। ଗଞ୍ଜାମରୁ ନିଖୋଜ ଥିବା ୧୩ ଜଣ ଲୋକ କନ୍ଧମାଳର ରିଲିଫ୍ କ୍ୟାମ୍ପରେ ନେଇଛନ୍ତି ଆଶ୍ରୟ। ଗତ ୨୮ ତାରିଖ ରାତିରେ କନ୍ଧମାଳ ଜିଲ୍ଲା ଜି. ଉଦୟଗିରି ବ୍ଲକ୍ କତିଙ୍ଗିଆ ପଞ୍ଚାୟତ କିଲାପାଙ୍ଗା ନିକଟ ପାହାଡ଼ରେ ହୋଇଥିଲା ବଡ଼ଧରଣର ଭୂସ୍ଖଳନ। #OdishaLandslide #Kandhamal #Ganjam #LandslideSurvivors #13Missing #ReliefCamp #Gudaigiri #OdishaDisaster #OdishaReporter Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook:   / odishareporter   Twitter:   / odishareporter   Telegram: https://telegram.me/Odisha_Reporter_o... Instagram:   / odishareporter_official   #OdishaReporter