୬୦ କେଜି ସୁନା ଅଢେଇ କ୍ୟୁଣ୍ଟାଲ ରୂପା, ଝଲସିଗଲା ଆଖି | Odisha Reporter
Odisha Reporter
0:00 / 0:00
୬୦ କେଜି ସୁନା ଅଢେଇ କ୍ୟୁଣ୍ଟାଲ ରୂପା, ଝଲସିଗଲା ଆଖି | Odisha Reporter
3 746 просмотров · 2 дня назад
Odisha Reporter
2,99 млн подписчиков
3 746 просмотров · 2 дня назад
ମହଣ ମହଣ ସୁନାରେ ଝଟକୁଛନ୍ତି ଜଗତଜନନୀ ମା’ ଦୁର୍ଗା! ବେକରେ ସୁନାର ହାରଠୁ ନେଇ ମୁକୁଟ ଓ ହାତର ଆଭୂଷଣ ସବୁକିଛି ସୁନାମୟ। କେବଳ ମା’ ଦୁର୍ଗା ନୁହନ୍ତି, ପାର୍ଶ୍ୱ ଦେବାଦେବୀଙ୍କ ଅଳଙ୍କାର ବି ସୁନାରେ ତିଆରି। ୬୦ କେଜିରୁ ଉର୍ଦ୍ଧ୍ୱ ସୁନା ଅଳଙ୍କାର ସହ ୨.୫ କ୍ୱିଣ୍ଟାଲ ଚାନ୍ଦିର ମେଢରେ ଆଲୋକିତ ହେଉଛି ଚୌଧୁରୀବଜାର ପୂଜା ମଣ୍ଡପ।୧୯୫୬ ମସିହାରେ ସାରା ରାଜ୍ୟରେ ପ୍ରଥମ କରି ଏହିଠାରୁ ଆରମ୍ଭ ହୋଇଥିଲା ଚାନ୍ଦିମେଢ ପରମ୍ପରା। ସେତେବେଳେ ଭକ୍ତଙ୍କ ଦାନ ଓ ଚାନ୍ଦି ଟଙ୍କାକୁ ଏକାଠି କରି ତିଆରି ହୋଇଥିଲା ଏହି ଐତିହାସିକ ମେଢ। କାଳକ୍ରମେ ୨୦୦୫ ମସିହାରେ ମା’ଙ୍କ ଅଳଙ୍କାର ସୁନାରେ ରୂପାନ୍ତରିତ ହେଲା। ଆଉ ଏବେ ସମ୍ପୂର୍ଣ୍ଣ ମେଢକୁ ସୁନାରେ ସଜାଇବାକୁ ଯୋଜନା ରଖିଛନ୍ତି କର୍ମକର୍ତ୍ତା।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: / odishareporter
Twitter: / odishareporter
Telegram: https://telegram.me/Odisha_Reporter_o...
Instagram: / odishareporter_official
#OdishaReporter #ChoudhuryBazarDurgaPuja #MaaDurga #DurgaPuja #GoldenDurga #SilverTableau #CuttackDurgaPuja #OdishaCulture #DurgaPuja2026 #DivineBeauty #GoldJewellery #HistoricTradition #IncredibleOdisha #DurgaMaaBlessings #OdishaFestivals #DurgaPujaCelebration