Перейти к содержимому

ମଲବରମ ଗ୍ରାମ ପଞ୍ଚାୟତରେ ଧୁମ୍‌ଧାମ୍‌ରେ ପାଳିତ କୋଡତା ପାଣ୍ଡୁମ୍ ପର୍ବ!

AIMA MEDIA MKG

0:00 / 0:00

ମଲବରମ ଗ୍ରାମ ପଞ୍ଚାୟତରେ ଧୁମ୍‌ଧାମ୍‌ରେ ପାଳିତ କୋଡତା ପାଣ୍ଡୁମ୍ ପର୍ବ!

160 просмотров · 12 дн. назад
AIMA MEDIA MKG
594 подписчика
160 просмотров · 12 дн. назад
🌾 ମଲବରମ ଗ୍ରାମ ପଞ୍ଚାୟତରେ ଧୁମ୍‌ଧାମ୍‌ରେ ପାଳିତ ହେଲା ଆଦିବାସୀଙ୍କ ପାରମ୍ପରିକ '। କୋଡତା ପାଣ୍ଡୁମ୍ ପର୍ବ! 🌾 ମାଲକାନଗିରି ଜିଲ୍ଲା କାଳିମେଳା ବ୍ଲକ୍‌ ଅନ୍ତର୍ଗତ ମଲବରମ ଗ୍ରାମ ପଞ୍ଚାୟତରେ ଆଦିବାସୀ ସମ୍ପ୍ରଦାୟର ଅନନ୍ୟ କୃଷି-ଭିତ୍ତିକ ଉତ୍ସବ ' କୋଡତା ପାଣ୍ଡୁମ୍ ବେଶ୍ ଉତ୍ସାହ ଓ ଆଡ଼ମ୍ବରର ସହ ପାଳନ କରାଯାଇଛି। ✨ ଏହି ପର୍ବର ବିଶେଷତ୍ତ୍ୱ: ଧରତୀ ମାତା, ପ୍ରକୃତି ଏବଂ ଇଷ୍ଟଦେବତାଙ୍କୁ ନୂଆ କାକୁଡ଼ି ଓ ମକା ଅର୍ପଣ କରି ପୂଜାର୍ଚ୍ଚନା କରାଯାଏ। ପୂଜା ନିବେଦନ ନହେବା ପର୍ଯ୍ୟନ୍ତ ଗ୍ରାମବାସୀ ନୂଆ ଫଳିଥିବା ଫସଲ ଗ୍ରହଣ କରନ୍ତି ନାହିଁ। ଗାଁର ମୁଖ୍ୟଙ୍କଠାରୁ ଆରମ୍ଭ କରି ବାଳକ, ବାଳିକା, ଯୁବକ, ଯୁବତୀ ଓ ବୟସ୍କ ସମସ୍ତେ ପାରମ୍ପରିକ ବାଦ୍ୟ (ସିଙ୍ଘ ବାଜା, ଢୋଲ) ର ତାଳେ ତାଳେ ଗୋଷ୍ଠୀ ନୃତ୍ୟ ପରିବେଷଣ କରି ଉତ୍ସବ ମନାଇଛନ୍ତି। ଆଜିକାଲିର ଆଧୁନିକ ଯୁଗରେ ବି ନିଜର ପ୍ରାଚୀନ ସଂସ୍କୃତି, ପରମ୍ପରା ଓ ଏକତାକୁ ଜୀବନ୍ତ ରଖିଥିବାରୁ ମଲବରମବାସୀଙ୍କୁ ଅଶେଷ ଧନ୍ୟବାଦ ଓ ପ୍ରଶଂସା! 🙏✨ 📍 ସ୍ଥାନ: ମଲବରମ, କାଳିମେଳା, ମାଲକାନଗିରି Aimamedia Mkg 5th Schedule A.M.M Yuva Goshti Itda Malkangiri Antarsingh Arya Antarsingh Arya Arabinda Dhali President of India #KortaPandum #Malkan Giri #Kalimela #AdivasiCulture #TribalFestival #OdishaCulture #AimaMedia #MalkangiriNews #TraditionalFestivals