ସକାଳ ପ୍ରାର୍ଥନା
CHETANA
0:00 / 0:00
ସକାଳ ପ୍ରାର୍ଥନା
171 просмотр · Трансляция закончилась 9 дн. назад
CHETANA
2,1 тыс. подписчиков
171 просмотр · Трансляция закончилась 9 дн. назад
🙏ନମସ୍କାର ବନ୍ଧୁମାନେ!
🌟 ଆପଣଙ୍କୁ ଆମ ଚ୍ୟାନେଲରେ ସ୍ୱାଗତ! 🌟
“ଚେତନା” — ଏକ ଆତ୍ମିକ ଜାଗୃତି ଅଟେ, ଯାହା ଜୀବନକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ ଆଡ଼କୁ କଢେଇ ନିଏ ।
📖 ଲୂକ 15:17 — "ମାତ୍ର ସେ ଚେତନା ପାଇ କହିଲା, ମୋର ବାପାଙ୍କ କେତେ ମୂଲିଆଙ୍କର ଖାଦ୍ୟ ବଳିପଡୁଅଛି, କିନ୍ତୁ ମୁଁ ଏଠାରେ ଭୋକରେ ମରୁଅଛି ।"
🧍♂️ ଏକ ଅବାଧ୍ୟ ପୁଅ ପାପର ଭୋଗ ବିଳାସରେ ଜୀବନ ବ୍ୟର୍ଥ କଲା, ସେ ଅତି ନିମ୍ନ ସ୍ଥରରେ ପହଞ୍ଚି ବୁଝିଲା — "ମୋର ଜୀବନ ପିତାଙ୍କ ବିନା ଅନ୍ଧକାରମୟ ଅଟେ" । ସେ "ଚେତନା" ପାଇ ଅନୁତାପ କରି ପିତାଙ୍କ ପାଖକୁ ଫେରିଗଲା।
❤️ ପିତା ତାକୁ ଦୂରରୁ ଦେଖି ଦୟାରେ ଆଲିଙ୍ଗନ କଲେ। ଏହା ହେଉଛି ଆମ ସ୍ୱର୍ଗୀୟ ପିତାଙ୍କ ଅପାର ପ୍ରେମ ଓ କ୍ଷମା ।
✝️ ଯୀଶୁଖ୍ରୀଷ୍ଟ ସମ୍ପୂର୍ଣ ପବିତ୍ର ଅଟନ୍ତି, ତଥାପି ଆମ ପାପ ପାଇଁ କୃଶରେ ଦଣ୍ଡ ଭୋଗିଲେ, ତୃତୀୟ ଦିନରେ ପୁନଃଜୀବିତ ହୋଇ ପାପ, ମୃତ୍ୟୁ, ନରକ ଓ ଶୟତାନ ଉପରେ ବିଜୟ ଆଣିଦେଲେ!
🙏 ଆପଣ ଯଦି ଯୀଶୁଙ୍କ ମୃତ୍ୟୁ ଓ ପୁନଃରୁଥାନ କାର୍ଯ୍ୟରେ ଆସ୍ଥା ରଖି, ତାଙ୍କୁ ଉଦ୍ଧାରକର୍ତ୍ତା ଓ ପ୍ରଭୁ ଭାବେ ଗ୍ରହଣ କରନ୍ତି ତେବେ ସେ ଆପଣଙ୍କୁ ଶାନ୍ତି, ସମାଧାନ, ସ୍ଵର୍ଗୀୟ ଆନନ୍ଦ ଏବଂ ଅନନ୍ତ ଜୀବନ ପ୍ରଦାନ କରିବେ ।
🎥 ଦୈନିକ ଚେତନା ମୂଳକ ବାକ୍ୟ ଶୁଣିବା ପାଇଁ ଆମ ଚ୍ୟାନେଲ କୁ 📌ସବସ୍କ୍ରାଇବ୍ କରନ୍ତୁ 🔔 ବେଲ୍ ଆଇକନ୍ ଦବାନ୍ତୁ 📢 ଅଧିକ ଲୋକଙ୍କ ସହିତ ଏହି ଆଶୀର୍ବାଦ ବାଣ୍ଟନ୍ତୁ ଏବଂ ପ୍ରଭୁଙ୍କ ଦ୍ୱିତୀୟ ଆଗମନ ପର୍ଯ୍ୟନ୍ତ ଏହି ଅଦ୍ଭୁତ ଯାତ୍ରା ରେ ସାମିଲ ହୁଅନ୍ତୁ ✨!
ମୁଁ Rev. Rohinikanta Parichha, ପ୍ରଭୁ ଯୀଶୁଙ୍କ ଶିଷ୍ୟ, ପବିତ୍ର ଆତ୍ମାଙ୍କ ସାହାଯ୍ୟରେ ବାଇବେଲ ର ଗଭୀର ସତ୍ୟତାକୁ ଆପଣଙ୍କ ନିକଟରେ ଉପସ୍ଥାପନ କରୁଅଛି ।
📖 ଏଠି ଆପଣ ପାଇପାରିବେ:
🔥 ଦୈନିକ ବାଇବେଲ ଶିକ୍ଷା
💡 ଆତ୍ମିକ ଉତ୍ସାହ ଓ ପରିବର୍ତ୍ତନ
🙌 ବିଜୟୀ ଜୀବନ ପାଇଁ ଦିଗଦର୍ଶନ
🙏 ପ୍ରଭୁ ସହ ଗଭୀର ପ୍ରାର୍ଥନା ଓ ଆତ୍ମିକ ଅନୁଭବ
🗣️ ଏହି ଭିଡିଓ ଆପଣଙ୍କ ଆତ୍ମାକୁ ଉଦ୍ଦୀପିତ କରି ପ୍ରଭୁଙ୍କର ନିକଟ ବର୍ତ୍ତୀ ହେବା ରେ ସାହାଯ୍ୟ କରିବ ।
🚶♂️ଏହି ବିଜୟ ଯାତ୍ରାରେ ଯୋଗ ଦିଅନ୍ତୁ!
📌 Subscribe କରନ୍ତୁ
🔔 Bell Icon ଦବାନ୍ତୁ | ଶେୟାର କରନ୍ତୁ
🙏 ଆମ ସହ ପ୍ରାର୍ଥନାରେ ଯୋଗ ଦିଅନ୍ତୁ ଏବଂ ପ୍ରଭୁଙ୍କ ସାନିଧ୍ୟ ଅନୁଭବ କରନ୍ତୁ।
🙏 ପ୍ରାର୍ଥନା ଓ ବିଶ୍ୱାସ ଦ୍ୱାରା ଈଶ୍ଵରଙ୍କ ଅଦ୍ଭୁତ କାର୍ଯ୍ୟ ଆପଣ ନିଶ୍ଚୟ ଦେଖିପାରିବେ ।
------------------------------------------------------------------------------------------------
✝️ ସଂକ୍ଷିପ୍ତ ସୁସମାଚାର:
ପ୍ରଭୁ ଯୀଶୁ ଆମ ପାପ ପାଇଁ କୃଶରେ ମୃତ୍ୟୁ ବରଣ କଲେ, ତୃତୀୟ ଦିନ ପୁନରୁଥିତ ହୋଇ ମୃତ୍ୟୁ, ପାପ, ନର୍କ ଏବଂ ଶୟତାନ ର ଶକ୍ତିକୁ ସଂପୂର୍ଣ୍ଣ ପରାଜୟ କଲେ । ଯିଏ ତାଙ୍କ ଠାରେ ବିଶ୍ଵାସ କରି ପ୍ରଭୁ ଏବଂ ପରିତ୍ରାଣ କର୍ତ୍ତା ଭାବେ ତାହାଙ୍କୁ ଗ୍ରହଣ କରେ, ସେ ପ୍ରଚୁର ଶାନ୍ତି, ସମାଧାନ ଏବଂ ଅନନ୍ତ ଜୀବନ ପାଇଥାଏ ।
-------------------------------------------------------------------------------------------
🔖 #Chetana
🔖 #RevRohinikantaParichha
🔖 #VictoryInJesus
🔖 #JesusSaves
🔖 #OdiaGospel
🔖 #OdiaBibleMessage
🔖 #BibleTruths
🔖 #FaithJourney
🔖 #OdiaChristianChannel
🔖 #DailyBibleWord
🔖 #BibleInOdia
🔖 #OdiaPrayerTime
🔖 #SpiritualGrowth
🔖 #JesusChristIsLord
🔖 #HolySpiritPower
🔖 #GospelPreaching
🔖 #OdiaChristianYouTuber
🔖 #ChristianFaith
🔖 #KingdomOfGod
🔖 #BibleStudyOdia
🔖 #JesusLovesYou
🔖 #OdiaSermon
🔖 #PrarthanaSabha
🔖 #OdiaBibleStudy
🔖 #WorshipAndWord
🔖 #OdiaChurchMessage