Dekhi Sita Rama Harada Hoile | Jhia Ramlila Natak | Bagburei Kalahandi | Amar Odia Vlog | Sita Chori
Amar Odia vlog
0:00 / 0:00
Dekhi Sita Rama Harada Hoile | Jhia Ramlila Natak | Bagburei Kalahandi | Amar Odia Vlog | Sita Chori
390 просмотров · 3 нед. назад
Amar Odia vlog
237 подписчиков
390 просмотров · 3 нед. назад
ବାଗବୁରେଇ, କଳାହାଣ୍ଡିର କୁନି କୁନି ଝିଅମାନଙ୍କ ଦ୍ୱାରା ପରିବେଷିତ ସୁନ୍ଦର ରାମଲୀଳା ନାଟକ। 🙏🚩
ଆମ Amar Odia Vlog YouTube ଚ୍ୟାନେଲରେ ଦେଖନ୍ତୁ ନୂଆ ନୂଆ ଭକ୍ତିମୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମର ଭିଡିଓ।
🙏 ସୁନ୍ଦରାକାଣ୍ଡ ପାରାୟଣ
🙏 ଭାଗବତ ପାରାୟଣ ଓ ପ୍ରବଚନ
🎤 ନାମ ସଂକୀର୍ତ୍ତନ ଓ ବୈଠକୀ
💃 ଦଣ୍ଡନୃତ୍ୟ ଓ ରାମଲୀଳା ନାଟକ
🎭 ପାଲା ଓ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ
📹 ଗାଁ ଗହଳିର ଦୈନନ୍ଦିନ ଜୀବନ ଓ ନୂଆ ନୂଆ ଭିଡିଓ
:-Contact - Amar Sahu 9348059649
:-Fecbook -Amar Sahu
:-Instagram -Amar39839
ଏହି ଭିଡିଓରେ ଦେଖନ୍ତୁ ରାମାୟଣର ଏକ ରୋଚକ ଦୃଶ୍ୟ — ସୃପଣଖାର ନାସା ଛେଦନ। ଆମ ଓଡ଼ିଶାର କଳା, ସଂସ୍କୃତି ଓ ପରମ୍ପରାକୁ ଭଲ ପାଆନ୍ତୁ ଏବଂ ଏହି କୁନି କଳାକାରମାନଙ୍କୁ ଉତ୍ସାହିତ କରନ୍ତୁ। ❤️🙏
📺 Full Video: Amar Odia Vlog YouTube Channel
👍 ଭିଡିଓଟି ଭଲ ଲାଗିଲେ Like କରନ୍ତୁ।
💬 ଆପଣଙ୍କ ମତାମତ Comment କରନ୍ତୁ।
🔔 ଏମିତି ସୁନ୍ଦର ରାମଲୀଳା ନାଟକ ଦେଖିବା ପାଇଁ Amar Odia Vlog ଚ୍ୟାନେଲକୁ Subscribe କରନ୍ତୁ।
📲 ଭିଡିଓଟିକୁ ସମସ୍ତଙ୍କ ସହ Share କରନ୍ତୁ।
🙏 ଜୟ ଶ୍ରୀରାମ 🚩
#AmarOdiaVlog #SrupanakharaNasaChedana #KuniJhiaRamlila #Bagburei #Kalahandi #SitaChori #RamlilaNatak #OdiaNatak #OdiaCulture #JayShreeRam #Viral #Trending #Shorts