ପରିବା ବଜାର ତରଫରୁ ବିରାଟ ପଟୁଆର ସହିତ ମାଆଙ୍କ ନଗର ପରିକ୍ରମା | Bhanjanagar Thakurani Jatra//Ghumusar Toka
GHUMUSAR TOKA
0:00 / 0:00
ପରିବା ବଜାର ତରଫରୁ ବିରାଟ ପଟୁଆର ସହିତ ମାଆଙ୍କ ନଗର ପରିକ୍ରମା | Bhanjanagar Thakurani Jatra//Ghumusar Toka
2 322 просмотра · 3 месяца назад
GHUMUSAR TOKA
2,74 тыс. подписчиков
2 322 просмотра · 3 месяца назад
ଜୟ ମାଆ! 🙏
ଆଜିର ଏହି ଭିଡିଓରେ ଦେଖନ୍ତୁ ପରିବା ବଜାର ତରଫରୁ ଆୟୋଜିତ ହୋଇଥିବା ବିରାଟ ପଟୁଆର ଏବଂ ମାଆଙ୍କର ଭବ୍ୟ ନଗର ପରିକ୍ରମା। ଏହି ପଟୁଆରରେ ଆକର୍ଷଣୀୟ ଅଘୋରୀ କଳାକାର, ଶିବ-ପାର୍ବତୀ ବେଶ, ଭୟଙ୍କର ନିଆଁ ଖେଳ (Fire Show) ଏବଂ ମହିଳା ଓ ପୁରୁଷମାନଙ୍କ ଦ୍ଵାରା ଜବରଦସ୍ତ ବାଜା (ଢୋଲ) ବାଦନର ଏକ ସୁନ୍ଦର ଦୃଶ୍ୟ ଦେଖିବାକୁ ମିଳିଛି।
ଯଦି ଭିଡିଓଟି ଭଲ ଲାଗେ, ତେବେ Channel କୁ Like, Share ଏବଂ Subscribe କରିବାକୁ ଭୁଲିବେନି ll
Thanks for watching!
Channel: Ghumusar Toka
ghumusar toka, pariba bajara patuara, maa naga parikrama, odia festival video, birata patuara odia, aghori dance odia, shiva kali roopa patuara, odia jatra patuara, ghumusar festival, odia dhol tasha, fire breathing show odia, odia traditional festival, pariba bajaar, ghumusar toka new video, odisha festival 2026
#GhumusarToka #MaaNagarParikrama #OdiaFestival #BirataPatuara #AghoriDance #OdishaCulture #TrendingOdia