Bhubaneswar Crime News Live: ନୟାପଲ୍ଲୀ ଘଟଣାର ସାଂଘାତିକ ସତ ! Bhubaneswar Nayapalli Incident | Odia News
News18 Odia
0:00 / 0:00
Bhubaneswar Crime News Live: ନୟାପଲ୍ଲୀ ଘଟଣାର ସାଂଘାତିକ ସତ ! Bhubaneswar Nayapalli Incident | Odia News
19 994 просмотра · Трансляция закончилась 18 часов назад
News18 Odia
6,23 млн подписчиков
19 994 просмотра · Трансляция закончилась 18 часов назад
Bhubaneswar Crime News Live: ନୟାପଲ୍ଲୀ ଘଟଣାର ସାଂଘାତିକ ସତ ! Bhubaneswar Nayapalli Incident | Odia News
Bhubaneswar Nayapalli Case: Accused Seen Fleeing on Stolen Bike | CCTV Footage Emerges | Odisha Crime News
ଭୁବନେଶ୍ବର ନୟାପଲ୍ଲୀ ମାମଲାରେ ସାମ୍ନାକୁ ଆସିଛି ବଡ଼ ଅପଡେଟ...ଘରେ ପଶି କାଣ୍ଡ ଘଟାଇବା ପରେ ଅଭିଯୁକ୍ତ ଚାଲି ଚାଲି ନୟାପଲ୍ଲୀ ରାସ୍ତାକୁ ଆସିଥିଲା..‘ଆମ ବସ’ରେ CRP ଛକ ଯାଏଁ ଯିବା ପରେ ବାଇକ୍ ଚୋରି କରିଥିଲା...ଚୋରି ବାଇକ୍ରେ ଫେରାର ହେବାର ଚିତ୍ର CCTVରେ ପାଇଛି ପୋଲିସ...ଚୋରି ବାଇକରେ ଅଭିଯୁକ୍ତ କୁଆଡେ ଗଲା, ଖୋଜୁଛି ପୋଲିସଭୁବନେଶ୍ବରର ବିଭିନ୍ନ ସ୍ଥାନରେ ବ୍ଲକିଂ କରି ପୋଲିସର ଚେକିଂ...ଘଟଣାକୁ ଦୁଇ ଦିନ ବିତିଲା, ପୋଲିସ ହାତ ଖାଲି...ନିଜ ଆଡୁ ମାମଲା ରୁଜୁ କରି ରାଜ୍ୟ ମହିଳା କମିଶନଙ୍କ ତଦନ୍ତ
A major update has emerged in the Bhubaneswar Nayapalli case. According to police investigation, the accused allegedly walked towards the Nayapalli road after the incident, travelled up to CRP Square by an ‘Ama Bus’ and later allegedly stole a motorcycle.
CCTV footage reportedly captured the accused fleeing on the stolen bike. Police have launched checks and blockades at different locations across Bhubaneswar to trace the suspect and determine where he went.
Two days after the incident, the investigation continues. The Odisha State Commission for Women has also reportedly taken suo motu cognisance and initiated an inquiry into the case.
#NayapalliCase #BhubaneswarCrime #Nayapalli #BhubaneswarNews #CCTVFootage #OdishaPolice #BhubaneswarPolice #CrimeNews #OdishaCrime #WomenCommission #OdishaNews #BreakingNews #News18Odia #OdiaNews
News18 Odia is one of Odisha's leading and most trusted Odia news channels, bringing you the latest, fastest, and most reliable news from Odisha, India, and around the world. Stay informed with Breaking News, Odia News, Odisha News, Bhubaneswar News, and LIVE updates—all in one place.
From politics, governance, and elections to district news, crime, weather, cyclones, business, education, entertainment, sports, technology, health, and lifestyle, News18 Odia delivers comprehensive news coverage 24x7. Watch News18 Odia LIVE for breaking news, exclusive reports, ground coverage, expert analysis, prime-time debates, and special programs.
Follow News18 Odia for trusted journalism, real-time updates, and in-depth coverage of the stories that matter most to Odisha and beyond.
--
ନ୍ୟୁଜ୍ ୧୮ ଓଡ଼ିଆ (News18 Odia) ହେଉଛି ଓଡ଼ିଶାର ଅଗ୍ରଣୀ ଏବଂ ସର୍ବାଧିକ ବିଶ୍ୱସନୀୟ ଓଡ଼ିଆ ଖବର ଚ୍ୟାନେଲ୍। ଓଡ଼ିଶା, ଦେଶ ତଥା ସମଗ୍ର ବିଶ୍ୱର ସର୍ବଶେଷ, ଦ୍ରୁତ ଏବଂ ସଠିକ୍ ଖବର ଆପଣଙ୍କ ପାଖରେ ପହଞ୍ଚାଇବା ଆମର ଲକ୍ଷ୍ୟ। ବ୍ରେକିଂ ନ୍ୟୁଜ୍, ଓଡ଼ିଶାର ଟିକିନିଖି ଖବର, ଭୁବନେଶ୍ୱର ଖବର ଏବଂ ଲାଇଭ୍ (LIVE) ଅପଡେଟ୍ ପାଆନ୍ତୁ କେବଳ ଗୋଟିଏ ସ୍ଥାନରେ।
ରାଜନୀତି, ଶାସନ ଏବଂ ନିର୍ବାଚନ ଠାରୁ ଆରମ୍ଭ କରି ଜିଲ୍ଲା ଖବର, ଅପରାଧ, ପାଣିପାଗ, ବାତ୍ୟା, ବ୍ୟବସାୟ, ଶିକ୍ଷା, ମନୋରଞ୍ଜନ, କ୍ରୀଡ଼ା, ଟେକ୍ନୋଲୋଜି, ସ୍ୱାସ୍ଥ୍ୟ ଏବଂ ଲାଇଫଷ୍ଟାଇଲ୍ ପର୍ଯ୍ୟନ୍ତ, ନ୍ୟୁଜ୍ ୧୮ ଓଡ଼ିଆ ୨୪ ଘଣ୍ଟା (24x7) ଖବର ପ୍ରସାରଣ କରିଥାଏ।
ନିର୍ଭରଯୋଗ୍ୟ ସାମ୍ବାଦିକତା, ରିଅଲ୍-ଟାଇମ୍ ଅପଡେଟ୍ ଏବଂ ଓଡ଼ିଶା ତଥା ବାହାରର ସମସ୍ତ ଗୁରୁତ୍ୱପୂର୍ଣ୍ଣ ଘଟଣାବଳୀର ସଠିକ୍ ଖବର ପାଇଁ ଆଜି ହିଁ ନ୍ୟୁଜ୍ ୧୮ ଓଡ଼ିଆ ସହିତ ଯୋଡ଼ି ହୋଇ ରୁହନ୍ତୁ।
Follow Every Breaking Story LIVE
🔴 Watch News18 LIVE 24x7: https://youtube.com/live/P03Ozb37nxI
Download our News18 Mobile App - https://onelink.to/desc-youtube
Please visit our website https://bit.ly/2YaikeJ for the latest opinions and detailed news coverage.
Follow us on
Facebook: / news18odia
Twitter: https://twitter.com/news18odia?lang=en
Website: https://bit.ly/2YaikeJ
Subscribe to our channel to get the latest news and updates https://tinyurl.com/y46bt2fm
ID_OD_KU